Browsing Category

କଲା ଆର ସଂସ୍କୃତି

ହୀରାକୁଦନେ ହେବା ‘ଇକୋ ରିଟ୍ରିଟ୍‌’

ଇ ବଛର ପହେଲା ଥର ଲାଗି ସମ୍ବଲପୁରର ଜମାଦାରପାଲି ଏୟାର୍‌ଷ୍ଟ୍ରିପ୍‌ ପାସେଥିବାର ବଲବସପୁରର ହୀରାକୁଦ ଡେମ୍‌ ପାସେ ‘ଇକୋ ରିଟ୍ରିଟ' କରାଯିବା । ରାଜ୍ୟ ପର୍ଯ୍ୟଟନ୍‌ ବିଭାଗ ଆଡୁ ଗଲା ବଛର କୋଣାର୍କ ମେରିନ୍‌ ଡ୍ରାଇଭ୍‌ନେ ଇକୋ ରିଟ୍ରିଟ୍‌କେ ବହୁତ୍‌ ପ୍ରସଂଶା ମିଲିଥିବାର ବେଲେ ଇ ବଛର ହୀରାକୁଦ…

କଲା ମଣ୍ଡଲକେ ଝୁରୁଛେ କଲାକାର

ବଲାଙ୍ଗିର କଲା ମଣ୍ଡଲ ତରଫନୁ ଫି ବଛର ଇ ସମିୟାନେ ଲୋକ ସଂସ୍କୃତିକେ ବଂଚେଇ କରି ରଖବାର ଲାଗି ସବୁ କଲାକାର ମାନଙ୍କୁ ନେଇ କରି ଲୋକ ମୋହତ୍ସବ ଆୟୋଜିତ କରାଯାଇଥିସି । ସବୁ ଆଡର କଲାକାର ମାନେ ନିଜର ନାଚ୍‌ ଗାନା ବାଜନା କରିକିନା ନିଜର୍‌ କଲାର୍‌ ଯାଦୁ ଦେଖେଇଥିସନ ହେଲେ ଇ ବରଷ କୋଭିଡ୍‌ କଟକନା…

ରାଜ୍ୟନେ ହେବା ପ୍ରକୃତି ପର୍ଯ୍ୟଟନକେନ୍ଦ୍ରର୍‌ ବିକାଶ୍‌

ଗଲା ୫ ବଛର ଭିତରେ ପର୍ଯ୍ୟଟନ୍‌ ବିଭାଗ୍‌ନେ ୧୦୧ପ୍ରତିଶତ ରାଜସ୍ୱ ବଢିଛେ । ଫି ବରଷ୍‌ ବରେହିପାନି, ଚାନ୍ଦିପୁର, ଚିତ୍ରକୋଣ୍ଡା, ସିତାଗୁଡା, ନୃସିଂନାଥ, କୋରାପୁଟ ର ପାଇନ ଜଙ୍ଗଲ୍‌ ,ପାଟୋରା ଡେମ୍‌, ଆର ଟେନସାକେ ପ୍ରକୃତି ପର୍ଯଟନକେନ୍ଦ୍ର ହିସାବେ ତାର ବିକାଶ୍‌ କରବାର ଲାଗି ରାଜ୍ୟ ସରକାର…

ସମଲେଶ୍ୱରୀ ମନ୍ଦିର୍‌ ଲାଗି ଆସଲା ୨କୋଟି

ସମ୍ବଲପୁର୍‌ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀକଁର୍‌ ମନ୍ଦିର୍‌ ବିକାଶ୍‌ ଲାଗି ରାଜ୍ୟ ସରକାର୍‌ ଆଡୁ ୨କୋଟି ଟଙ୍କା  ପର୍ଯ୍ୟଟନ୍‌ ବିଭାଗ୍‌କେ ଦିଆଯାଇଛେ । ସବୁ ବଛର ସମଲେଶ୍ୱରୀ ଗୁଡିକେ ଦେଶ ଆର ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ୍‌ ଦର୍ଶନ୍‌ ଲାଗି ଆସିଥିସନ । ଗଲା ବଛର ରିପୋର୍ଟ…

ବିନା ଫଟ୍‌କରାନେ ଦୀଆଲି

ଇ ବଛର ଦୀଆଲି ବିନା ଫଟ୍‌କରାଥି ମନାଯିବା । ଖାଲି ଦୀପ୍ ଜଲେଇକରି ଲୁକେ ଦୀଆଲି ମାନବେ । ଇହାଦେ ଭିଲ କରୋନା ବେମାରୀ ବଢବାର ଡର୍ ରହିଥିବାର ବେଲକେ କରୋନା ନିୟମ ମାନବାକେ ପଡବା । କରୋନା ଲାଗି ଇ ବଛର ପରବ ମାନେ ସବୁ ଫିକା ପଡିଛେ । ପହେଲାନୁ ଦଶହରା ପୂଜା, କାଲୀ ପୂଜା, ଗଜଲକ୍ଷ୍ମୀ ପୂଜାନେ…

ଇ ଦିଆଲିନେ ସମ୍ବଲପୁରୀ ଦୀପ୍‌

ଦିଆଲି ତିହାର କେତେ ଆଶ ଆନିଦେସି ସମକୁଁ । ଉସତ୍ , ଆନନ୍ଦ ଆର୍ ଉକିଆର ତିହାର ।ଦିଆଲି ଦିନ ଯେତେବେଲେ ଘରେ ଘରେ ଲୋକ ଦୀପ ଜାଲି କରି ଘରକେ ସଜେଇଥିସନ୍ । ଘର ମାନକୁଁ ଦେଖଲେ ଆଏଁଖ୍ ଝଲସି ଯାଉଥିସି । ହେତିରଲାଗି ଦିଆଲି ଆଘୋନୁ ବସସି ବଜାର । ଯେନେ ମିଲସି ରକର ରକମର ମାଏଟର ଦୀପ । ଦୀପ ମାନକୁଁ…

ବାଲିଜୁରୀ ହାଟ୍ ବନବା ବ୍ରାଣ୍ଡ୍‌

ସମ୍ବଲପୁରୀ ଶାଢୀ । ପଶ୍ଚିମ ଓଡ଼ିଶାକେ କେତେନି , ନାଁ ଆନିଦେଇଛେ ! ଖାଲି ରାଏଜ କି , ଦେଶ ନାଇଁସେ ଦେଶ ବାହାରେ ବି ରହିଛେ ସମ୍ବଲପୁରୀ କପଡାର ଆଦର । ଯେତେବେଲେ ବି ସମ୍ବଲପୁରୀ ଶାଢୀ , କପଡାର କଥା ପଡସି, ମନକେ ଆଏସି ବରଗଡର ବାଏଲଜୁରି ହାଟର କଥା । ଇ ହାଟକେ ଆଗକେ ଏସିଆର ସବୁନୁ ବଡ ଖୁଲା…

ଲଗତାର୍ ଦୁଇ ବଛର୍ ହେବା ଜଗନ୍ନାଥଙ୍କର୍ ନାଗାର୍ଜୁନ ବେଶ୍

କାହିଁ ୨୬ ବରସ୍ ଉତ୍ତାରୁ ହେବାକେ ଯାଉଛେ ପୁରୀରେ ବଡ୍ ମହାପୁରୁ ମାନକର୍ ନାଗାର୍ଜୁନ ବେଶ୍। ଚତୁର୍ଦ୍ଧା ମୂର୍ତ୍ତୀ ଆଏବାର୍ ନଭେମ୍ବର ୨୭ ତାରିଖ୍ ଦିନ ବୀର୍ ବେଶେ ସଜେଇ ହେବେ। ବାକି ଇହାଦେର୍ ଇ କୋରୋନାର ପ୍ରକୋପ ଭିତରେ ସରକାର କରିଥିବାର୍ ସବୁ ନିୟମ୍ ଅନସାରେ ହିଁ ନାଗାର୍ଜୁନ ବେଶର୍ ସବୁ…

କୋଭିଡ୍ ଗାଇଡ୍ ଲାଇନ୍ ହିସାବେ ହେବା କାଲୀ ପୂଜା

କୋଭିଡ୍ ଗାଇଡଲାଇନ୍ ମାନିକରି କାଲୀ ପୂଜା ପାଲନ୍ ହେବା କଟକନେ । ଦୁର୍ଗା ପୂଜା ଲେଖେଁ କାଲୀ  ପୂଜାନେ ଭିଲ୍ ନିୟମ ରଖାଯାଇଛେ । ୪ ଫୁଟ୍‌ର ମୂର୍ତ୍ତି ପୂଜା ଲାଗି ଅନୁମତି ମିଲିଥିବାର ବେଲକେ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ଆର ୫୦ ଅଫିସର ମୁତୟନ୍ ହେବେ ପୂଜା ସମିଆାଁନେ । ସେନ୍ତା ଫଟକା…

ଧନର ଦେବୀ ମାଁ ଗଜଲକ୍ଷ୍ମୀଙ୍କ ର ପୂଜା ହେଲା ମୁଲ

ଢେଙ୍କାନାଳ ର ବିଶ୍ୱପ୍ରସିଦ୍ଧ ମାଁ ଗଜଲକ୍ଷ୍ମୀଙ୍କର ପୂଜା ମୁଲ ହେଇଯାଇଛେ । କରୋନାର କଟକନା ଭିତରେ ସବୁ ନିୟମକେ ମାନିକରି ପୂଜା କରବାର ଲାଗି ଜିଲ୍ଲା ପ୍ରଶାସନ ଆଡୁ କୁହାଯାଇଛେ ଆର ପୂଜା କେନତା ସବୁ ନିୟମକେ ମାନିକରି ହେବା ତାର ଭିଲ୍ ବ୍ୟବସ୍ତା କରାଯାଇଛେ । ୧୧ଦିନ ଧରିକରି ମାଁ'ଙ୍କର ପୂଜା…