Browsing Category
ମୁଖିଆ ଖବର
କରୋନା ରୋଗୀକଁର୍ ଶବ ଦାହ୍ ଲାଗି ପ୍ରଶାସନ୍ ଆଡୁ କାଏଁଯେ ନାଇ ନିଆଗଲା କିଛି ପଦକ୍ଷେପ୍
କରୋନା ଲାଗି ଚିକିତ୍ସା ଅଭାବ୍ ନୁ ଇହାଦେ ହଜାର୍ ହଜାର୍ ଲୁକକଁର୍ ଜୀବନ୍ ଯାଉଛେ । କେନ୍ ଜାଗାରେ ଠିକ୍ ସେ ଚିକିତ୍ସା ନାଇ ହେଇ ପାର୍ବାର୍ ତ ଆର୍ କେନ୍ ଜାଗା ରେ ପ୍ରଶାସନ୍ ଧ୍ୟାନ୍ ନାଇ ଦେବାର୍ । ଆର୍ ସେନ୍ତା ଗୁଟେ ଦୁଃଖଦ୍ ଘଟନା ଦେଖ୍ବାର୍ କେ ମିଲିଛେ ବରଗଡ୍ ଜିଲ୍ଲା ଘନାମାଲ୍ ଗାଁ ନେ…
କରୋନା ଲାଗି ସାରା ରାଏଜ୍ନେ ନାଇଟ୍କର୍ଫ୍ୟୁ
ରାଏଜର୍ କରୋନା ସ୍ଥିତି ଇହାଦେ ଡର୍ଡରନିଆ ହେଇ ଗଲାନ । ସେ ଭିତ୍ରେ ଲୋକ୍ ଟିକେ ସଚେତନ୍ ନାଇ ହେଉଥିବାର୍ ନୁ ରାଜ୍ୟ ସରକାର୍ ୧୭ ତାରିଖ୍ନୁ ସାରା ରାଏଜ୍ ନେ କରୋନା ମୁକାବିଲା ଲାଗି କଡା ନିୟମ୍୍ ଲାଗୁ କରିଛନ୍ । ପଶ୍ଚିମ୍ ଓଡିଶାନେ ଇହାଦେ ବି ସୀମା ପାଖାପାଖି ଥିବାର୍ ଅଂଚଲ୍ ମାନକୁଁ ସଟ୍…
ଟିକା ଉତ୍ସବନେ ଟିକା ଅଭାବ
ରାଜ୍ୟନେ ବେକାବୁ କରୋନା । ଦିନକିଆ ୩ ହଜାର ଉପରେ ନୂଆଁ କେସ୍ ବାହାରୁଛେ । ପଶ୍ଚିମ ଓଡ଼ିଶା ଇହାଦେ କରୋନା ହବ୍ ବନିଛେ । ସୁନ୍ଦରଗଡ଼ ଜିଲ୍ଲା କରୋନା ସଂକ୍ରମଣନେ ଆଗାଡେ ରହିଥିବାର ବେଲକେ ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର ବରଗଡ଼ ଲେଖେଁ ଜିଲ୍ଲା ମାନକେ କରୋନା ଆକ୍ରାନ୍ତକଁର ସଂଖ୍ୟା ତିନଟା…
ଭୟଙ୍କର ହିସାବେ କରୋନା ପ୍ରଭାବିତ୍ ପଶ୍ଚିମ ଓଡ଼ିଶା
କରୋନାର ୨ ନମ୍ବର ଲହରନେ ପଶ୍ଚିମ ଓଡ଼ିଶାର ସବୁଠାନୁ ବେଶୀ ପ୍ରଭାବିତ୍ ହେଇଛେ । ଭୟଙ୍କର ହିସାବେ କରୋନା ଲାଗି ପ୍ରଭାବିତ୍ ହେଇଥିବାର୍ ପଡୋଶୀ ଛତିଶଗଡ ରାଜ୍ୟ ସୀମାକେ ଲାଗି ରହିଥିବାର୍ ଓଡ଼ିଶାର ୧୦ ଜିଲ୍ଲାନେ ଫିଦିନ୍ ବଢୁଛେ ପଜିଟିଭକଁର୍ ସଂଖ୍ୟା । ଶୁକ୍ରବାର ରାଜ୍ୟନେ ୩୦୦୦ ପାର କରିଛେ…
ନୂଆଁପଡ଼ାନେ ନାଇଁନ ଟିକା
ରାଜ୍ୟନେ ବେକାବୁ କରୋନା । ଦିନକିଆ ୩ ହଜାର ଉପରେ ନୂଆଁ କେସ୍ ବାହାରୁଛେ । ପଶ୍ଚିମ ଓଡ଼ିଶା ଇହାଦେ କରୋନା ହବ୍ ବନିଛେ । ସୁନ୍ଦରଗଡ଼ ଜିଲ୍ଲା କରୋନା ସଂକ୍ରମଣନେ ଆଗାଡେ ରହିଥିବାର ବେଲକେ ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର ବରଗଡ଼ ଲେଖେଁ ଜିଲ୍ଲା ମାନକେ କରୋନା ଆକ୍ରାନ୍ତକଁର ସଂଖ୍ୟା ତିନଟା…
ତମେ ଟିକେ ମୋର କଥା ଶୁନଗୋ ଦିଦି
ଆଏଜକାଲି ସୋସିଆଲ୍ ମିଡିଆ ଲୋକମାନକଁର ଲାଗି ଯେନ୍ତା ଜରୁରୀ ହେଇଯାଇଛେ । ଇଣ୍ଟରନେଟ୍ ଯୁଗଥି ସବୁନର ଟିକ୍ ନିକ୍ ଖବର ଲୋକମାନକଁର ପାଶକେ ପୁହୁଁଚିପାରୁଛେ । ସୋସିଆଲ ମିଡିଆ ଲାଗି ବହୁତ୍ଟେ ଜିନିଷ୍ ଭାଇରାଲ ଭିଲ୍ ହେଉଛେ, ବାକି ଇଟା ସତ୍ ଯେ କିଛିଟା ଭଲ୍ ଲାଗି ହେଉଛେ, କିଛିଟା ମଜା ମସ୍ତି ଆର…
୨୪ ଘଣ୍ଟାନେ ୩ ହଜାର
କାଲ୍ ବନିଛେ କରୋନା । ପଜିଟିଭକଁର ସଂଖ୍ୟା କମବାର ନାଁ ନାଇଁ ଧରବାର । ଗଲା ବଛରନୁ ଭିଲ୍ ଅଏତକା ବଢୁଛେ କରୋନା ହାର । ପଶ୍ଚିମ ଓଡ଼ିଶା କରୋନା ହବ୍ ବନିଛେ କହେଲେ କିଛି ଭୁଲ୍ ନାଇଁ ହୁଏ । କରୋନା ଗ୍ରାଫ୍ ଦେଖଲେ ରାଜ୍ୟନେ ଇଟା ଉପରମୁହାଁ ହେଇକରି ରହିଛେ । ଗଲା ୨୪ ଘଣ୍ଟା ଭିତରେ ଯଦି ରାଜ୍ୟନେ…
କରୋନାନେ ଅଜିତ୍ ମଙ୍ଗରାଜକଁର ବିୟୋଗ୍
ପିପିଲି ଉପନିର୍ବାଚନ୍ କଂଗ୍ରେସ୍ ପ୍ରାର୍ଥୀ ଅଜିତ୍ ମଙ୍ଗରାଜକଁର ପରଲୋକ୍ । କରୋନା ସଂକ୍ରମିତ୍ ହେଇକରି ଚିକିତ୍ସିତ୍ ହେଉଥିବାର ବେଲକେ ଆଏଜ୍ ତାକଁର ବିୟୋଗ୍ ହେଇଛେ । ଗଲା କିଛି ଦିନ୍ ତଲେ ଶ୍ରୀ ମଙ୍ଗରାଜ୍ କରୋନା ପଜିଟିଭ୍ ହେଇଥିବାର ନେଇକରି ନିଜର ଫେସବୁକ୍ ପେଜନେ ସୂଚନା ଦେଇଥିଲେ । କରୋନା…
କୋଭିଡ୍ ରୋଗୀକଁରନେ ଭର୍ତ୍ତି ଭିମସାର ମେଡିକାଲ, ବାହାର ଜିଲ୍ଲାନୁ ବେଶୀ ବେମାରୀ
କରୋନା ପଜିଟିଭ୍କଁର ସଂଖ୍ୟା କମବାର ନାଁ ନାଇଁ ନେବାର । ଗଲା ବଛରନୁ ଲେଖେଁ ଦୁଇ ନମ୍ବର ଲହରନେ ସଂକ୍ରମଣ ବଢୁଥିବାରନୁ ଚିନ୍ତା ବଢିଛେ । ପଶ୍ଚିମ ଓଡ଼ିଶାନେ ସୁନ୍ଦରଗଡ଼, ନୂଆଁପଡା, ବଲାଙ୍ଗିର ଲେଖେଁ ଜିଲ୍ଲା ମାନକେ ସ୍ଥିତି ଗମ୍ଭୀର ରହିଥିବାର ବେଲକେ ଇହାଦେ ସମ୍ବଲପୁର ସହରନେ ଭିଲ୍ କରୋନା…
ସମ୍ବଲପୁର ଗୋବିନ୍ଦତଲା ରାସ୍ତାନେ ହାଟ ବସବାରନୁ ହେଉଛେ ସମସ୍ୟା
ସମ୍ବଲପୁରନେ ଟ୍ରାଫିକ୍ ସମସ୍ୟାଟା ସବୁବେଲେ ରହିଆସିଛେ । ଲୋକସଂଖ୍ୟା ସଂଖ୍ୟା ସାଙ୍ଗେ ଗାଡିମଟର ଭିଲ୍ ବଢୁଛେ ହେଲେ ରାସ୍ତାଘାଟର ସମାନ୍ ଅବସ୍ଥା ଭିଲ୍ ଏକା ରହିଛେ । ଇ ସବୁ ଭିତରେ ହାଟ ଲଗଉଥିବାର ବେପାରୀକଁର ଦୁଃଖ୍ ଅଏତକା ବଢିଛେ । ନିର୍ଦ୍ଧିଷ୍ଟ ହିସାବେ କେନସିନେ ପସରା ଲଗାବାର ଲାଗି ଜାଗା…