Browsing Category

ଓଡ଼ିଶା

ଛଟ୍ ପୂଜା ଲାଗି ଲାଗୁ ହେଲା ନିୟମ

ଆଗକେ ଆସୁଛେ ଛଟ୍ ପୂଜା । କରୋନା ବଢବାର ଡର ଦେଖିକରି ରାଜ୍ୟ ସରକାର ଛଟ୍ ପୂଜା ଉପରେ କିଛିଟା ନିୟମ ଲାଗୁ କରିଛନ୍ । ଇ ନିୟମ ହିସାବେ ଆଏବାର ୨୦ ଆରୁ ୨୧ ତାରିଖନେ ନଦୀ ଘାଟ୍ ମାନକେ ପୂଜା କରବାର ଆରୁ ଗାଧବାରକେ ମନା କରାଯାଇଛେ । ଇ ନେଇକରି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରକଁର ଆଡୁ ଗୁଟେ…

ଠିକ୍ ହିସାବେ ଚାଲିଛେ ଧାନ୍ ଘିନା

ରାଜ୍ୟନେ ଭିନ୍ ଭିନ୍ ଜାଗାନେ ଚାଷୀକଁର ଠାନୁ ଧାନ୍ ଘିନା ମୁଲ ହେଇଥିବାର ନେଇକରି ପ୍ରତିକ୍ରିୟା ରଖିଛନ୍ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଇହାଦେ ତକ୍ ଧାନ୍ ଘିନାନେ କେନସି ଅସବିଧା ନାଇଁ ହେଇଥିବାର କହିଛନ୍ ମନ୍ତ୍ରୀ । ଯେନମାନେ ଧାନ୍ ବିକବାର ଲାଗି ପୂରା ପ୍ରସ୍ତୁତ…

ହରିଶଙ୍କରକେ ଚାଲବା ପର୍ଯ୍ୟଟନ୍ ବସ୍‌

ରାଜ୍ୟ ସରକାର ପର୍ଯ୍ୟଟନ୍ କ୍ଷେତ୍ରର ବିକାଶ ଲାଗି କାମ୍ ମୁଲ କରିଛନ୍ । ସୋନପୁର କୋଟସମଲାଇନେ ଥିବାର ପାତାଳି ଶ୍ରୀକ୍ଷେତ୍ର ଉତାରୁ ଇହାଦେ ହରିଶଙ୍କରର ପୀଠ୍‌ର ଭିତ୍ତିଭୂମିର ବିକାଶ ଲାଗି କାମ ମୁଲ ହେଇଛେ । ଇଥିର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ କୋଟି ଟଙ୍କା ମଂଜୁର କରିଛନ୍ ।…

ଜିଏମ୍‌ୟୁନେ ହେବା ବୟସ୍କ ଲୁକକଁର ଉପରେ ଗବେଷଣା

ବୁଢା ଲୁକକଁର ଦିହିପାହା, ଶିକ୍ଷା, ସାମାଜିକ୍ ସ୍ଥିତି ଉପରେ ଗବେଷଣା କରବାର ଲାଗି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକେ ମିଲିଛେ ଅନୁମତି । ବୃଦ୍ଧାବସ୍ଥାକେ ନେଇକରି ରାଜ୍ୟର ପହେଲା ଗବେଷଣା କେନ୍ଦ୍ର ହିସାବେ ଜିଏୟୁକେ ରାଜ୍ୟ ସରକାର ଦେଇଛନ୍ ମଞ୍ଜୁରୀ । ଗଲା ଶନିବାର ଦିନ ବନାରସ…

୨୦ତାରିଖନୁ ଶୀତ ଅଧିବେଶନ୍

ଆଏବାର ୨୦ ତାରିଖନୁ ମୁଲ ହେବାକେ ଯାଉଛେ ବିଧାନସଭାର ଶୀତ ଅଧିବେଶନ୍ । ଗୃହକାର୍ଯ୍ୟ ଯେନ୍ତା ଠିକ୍ ହିସାବେ ହେବା ଆରୁ ଦୁଶରା ଆଲୋଚନା ଲାଗି ସର୍ବଦଳୀୟ ବୈଠକ ଡାକିଛନ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଇ ନେଇକରି ଆଏବାର ୧୮ ତାରିଖନେ ସର୍ବ ଦଳୀୟ ବୈଠକ ଡାକିଛନ୍ ବାଚସ୍ପତି । ଇହାଦେ ଭିଲ୍…

ଜିଏମ୍‌ୟୁର ‘ଦିଲୱାଲୋ କି ଦିୱାଲି’

ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍ ଆଡୁ ଦିଆଲୀ କାର୍ଯ୍ୟକ୍ରମ ପାଲିତ୍ ହେଇଯାଇଛେ । ସମ୍ବଲପୁର ଯୁଯୁମୁରାନେ ଗଲା ତିନ୍ ବରଷ୍ ହେଲା ଦିଆଲୀ ପାଲନ କରାଯାଇ ଆସୁଛେ । ଇ ବରଷ ଭିଲ୍ ଦିଲ୍ ୱାଲୋ କି ଦିୱାଲୀ କାର୍ଯ୍ୟକ୍ରମ୍ କରାଯାଇକରି ଦୀଆଲି ପାଲନ କରାଯାଇଛେ । କରୋନା ବେମାରୀ ବଢବାର…

୨୦ ବରଷ୍ ବାଦ୍ ନିଜର ଘରକେ ଫିରଲେ ବିରଜୁ

୨୦ ବରଷ୍ ବାଦ୍ ନିଜର ମାଁ ମାଏଟ୍ ସୁନ୍ଦରଗଡ଼ର କୁତ୍ରାକେ ଫିରଲେ ବିରଜୁ କୁଲୁ । ପାକିସ୍ତାନର ଗୁଟେ ଜେଲନେ ଗଲା ୨୦ ବରଷ୍ ହେଲା ବନ୍ଦୀ ହେଇକିନା ରହିଥିଲେ ବିରଜୁ । ଗାଁନେ ପୁହୁଁଞ୍ଚିଲା ବାଦ୍ କୁତ୍ରା ବିଡ଼ିଓ ଆରୁ ବିରଜୁକଁର କୁଟୁମ୍ ଗାଁର ଲୋକ୍ ତାକୁଁ ସ୍ୱାଗତ ଜନେଇଥିଲେ । ଖୋବ୍ ଜଲଦି…

ଆଜି ଧନ୍‌ତେରସ

ଆଝି ହେଉଛେ ଧନ୍‌ତେରସ୍ । କାର୍ତ୍ତିକ ମାସର ଅନ୍ଧାର ପଖ୍ ତ୍ରୟୋଦଶୀନେ ପୂରା ଦେଶ ପାଲୁଛେ ଧନତେରସ୍ । ଇ ଦିନେ ସୁନା ହେଉ କି ରୂପା କି କେନସି ଦାମି ଜିନିଷ ଘିନଲେ ଘରେ ଧନ୍ ବଢସି ବଲି ଲୁକକଁର ବିଶ୍ୱାସ ରହିଛେ । ଧନତେରସ୍ ଲାଗି ସୁନା ଦୁକାନ ମାନକେ ଜବର ଭିଡ ଦେଖବାକେ ମିଲିଛେ । ରାଜଧାନୀ…

ଦିଆଲିନେ ନାଇ ଫୁଟେ ଫଟ୍‌କା

କରୋନା ଲାଗି ବନ୍ଦ୍‌ ହେଇଛେ ଦିଆଲିର୍‌ ‌ ମଜା ଫଟ୍‌କା‌ ଫଟା । କରୋନା ସଂକ୍ରମନକେ ଦେଖିକରି ସରକାର ଦିଆଲିର୍‌  ଫଟ୍‌କା ଫୁଟାବାରନେ ରୋକ୍‌ ଲଗେଇଛନ୍‌ । ହେଲେ ଇ ସମିୟାନେ ଫଟକ୍‌ା ବେପାରୀର୍‌ ମୁଡେ ଚଡକ୍‌ ପଡିଯାଈଛେ । ବେପାର୍‌ ଲାଗି ସବୁ ରାସ୍ତା ଇହାଦେ ବନ୍ଦ । ଦିଆଲି ଲାଗି…

ଗୁଟେ କୁଟୁମ୍‌ନୁ‌ ୬ଜନକଁର ମର୍ଡର

ବଲାଙ୍ଗୀର ଜିଲ୍ଲା ପାଟନାଗଡ୍‌ ଆର୍‌ଥରେ ଚର୍ଚ୍ଚାକେ ଆସିଛେ । ଇ କିଛି ବଛର ଆଗରୁ ପାଟନାଗଡ୍‌ ପାର୍ସଲ୍‌ବମ୍‌ ବ୍ଲାଷ୍ଟ୍‌ର ସେ ଘ୍‌ଟନା ଲୋକ ମାନକଁର୍‌ ମନୁ ନାଇ ଲିଭି ଥିବାର୍‌ ବେଲେ ଇହାଦେ ପାଟନାଗଡ୍‌ର ଆର୍‌ ଗୁଟେ କୁଟୁମ୍‌ନୁ‌ ୬ଜନକଁର ମର୍ଡର ହେଇଛେ । ବଲାଙ୍ଗୀର୍‌ ପାଟନାଗଡ୍‌…