Browsing Category
ଭାଇରାଲ୍ ଖବର
ନିଷିଦ୍ଧାଂଚଲନେ ଫଟୋସୁଟ୍
ହୀରାକୁଦ ଡେମ୍ ନିଷିଦ୍ଧାଂଚଲନେ କଡା ସୁରକ୍ଷା ବେବସ୍ଥା ଭିତରେ ଭିଲ୍ ନିୟମ୍ ଉଲଘଂନ୍ କରୁଥିବାର ଲେଖେଁ ଘଟନା ଦେଖବାକେ ମିଲିଛେ । ଡେମ୍କେ ବୁଲି ଆସୁଥିବାର ପିଲା ଟୁକେଲମାନେ ପାୱାର ହାଉସ୍ ଛାତ୍ ଉପରକେ ଚଢିକରି ଫଟୋ ଉଠୋଉଥିବାର ଭାଇରାଲ ହେବାରନେ ଲାଗିଛେ । ଇ ଜାଗାକେ ଯିବାର ଲାଗି ବାରଣ…
ମହିଲା ବସ୍ ଡ୍ରାଇଭରକୁଁ ନେଇ ଚର୍ଚ୍ଚା
ଆଜିର ମହିଲାର କେନସି କାମ୍ନେ କାହାରିନୁ କମ୍ ନୁହେଁ । ଘରର କାମ୍ ସାଙ୍ଗେ ବାହାରେ ଭିଲ୍ ସବୁ କାମ୍ଥି ନିଜର ଦକ୍ଷତା ପ୍ରମାଣିତ୍ କରିପାରିଛନ୍ ମହିଲାମାନେ । ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାର ପୂଜା ଦେବୀ, ଇ ମହିଲା ଜନକ୍ ଇହାଦେ ଚର୍ଚ୍ଚାନେ ଅଛନ୍ । ମହିଲା ବସ୍ ଡ୍ରାଇଭର ନାଁନେ ସେ ଇ…
ସର୍ଗୁ ଉତରି ଆଏଲେ କାଏଁ ଅପସରା ?
ଅଲ ଈଣ୍ଡିଆ ହେୟର୍ ଏଣ୍ଡ୍ ବ୍ୟୁଟିସିଆନ୍ ଆସୋସିଏସନ୍ ଆଡୁ ପଶ୍ଚିମ୍ ଓଡିଶାର୍ ବରଗଡ୍ ଜିଲ୍ଲା ନେ ମେକ୍ଅପ୍ ୱାର୍କସପ୍ କରାଯାଇଛେ । ଯେନ ଦେଶର୍ ସବୁ ଆଡୁ ନାଁ କରା ମେକଅପ୍ ଆର୍ଟିଷ୍ଟ୍ ଆର୍ ବ୍ୟୁଟିସିଆନ୍ ମାନେ ଯୋଗ୍ ଦେଇଥିଲେ । ବରଗଡର୍ ଇମ୍ପେରିଆଲ୍ କଲେଜନେ ହେଇଥିଲା । ଯେନଥିକି ଗିନିଜ୍…
ମଗ୍ଶୀର୍ ଗୁରୁବାର୍ ଆର୍ ସମାଜ୍ ସଂସ୍କାର୍
ଧନ୍..ସମ୍ପତ୍ତି..ସଂବୃଦ୍ଧି.. ଆର୍ ବିକାଶ୍ର ଅଧିଷ୍ଠାତ୍ରୀ ଦେବୀ ମା ଲକ୍ଷ୍ମୀକୁଁ ଧନୀନୁ ଗରୀବ୍, ଛୁଆନୁ ବୁଢ଼ା, ରଜାନୁ ପରଜା ସନ୍ତୁଷ୍ଟ୍ କରବାର୍ଲାଗି କିଏ ନାଇଁ ଚାହିଁ ! ସବୁଦିନେ ସବୁଆଡେ ମାଁ ଲକ୍ଷ୍ମୀକଁର୍ ଆଦର୍ । ବରଷ୍ ସାରା ଏନ୍ତା ଗୁଟେ ଦିନ୍ ନାଇଁ ଯେନ୍ଦିନେ ତାଁକର୍ ପୂଜା…
ଦେଶ୍ ମାନୁଛେ ‘ବିଜୟ ଦିବସ୍’
‘ଡିସେମ୍ବର୍ ୧୬’ ଭାରତର୍ ସାମରିକ୍ ଇତିହାସ୍ରେ ଗୁଟେ ବଡଭାରି ଦିନ୍ । ସବୁ ବରଷ୍ ଇ ଦିନ ଭାରତ୍ରେ ବିଜୟ ଦିବସ୍ ମନାଯାଏସି । ୧୯୭୧ ମସିହାନେ ଆଜିର୍ ଦିନେ ଭାରତ୍ ସେନା ଆର୍ ବାଂଲାଦେଶ୍ର ମୁକ୍ତି ବାହିନୀ ସାମ୍ନାରେ ପାକିସ୍ତାନ୍ ସେନା ବିନା ସର୍ତ୍ତ ନେ ଆତ୍ମସମର୍ପଣ୍ କରିଥିଲା ଆର୍ ତାର୍…
କାଏଁ ହେଲାଯେ ତାତିଛେ ଚାଷୀ ? (୨)
କାଏଲ୍ ତକର୍ ଇନେ ଆପଣ୍ ପଢ଼ିଥିଲେ ଯେ କେନ୍ତା ଆର୍ କାଣା ହେଲାଯେ ଦେଶର୍ ରାଜଧାନୀନେ ଚାଷୀ ମାନେ ଆନ୍ଦୋଲନ୍ କରୁଛନ୍ । ସେନେ ଦେଶର୍ ଚାଷୀ ସମାଜ୍ ‘ଏମ୍-ଏସ୍-ପି’ କେ ନେଇକରି କାଣା କାଣା ତାଁକର୍ ଦାବୀ ରହିଛେଯେ ସେ ଉପରେ ବିସ୍ତାର୍ରେ ଆପଣମାନେ ପଢ଼ି ସାରିଛନ୍ । ଚାଷୀ ମାନକଁର୍ କହେବାର୍…
କାଏଁ ହେଲାଯେ ତାତିଛେ ଚାଷୀ ? (୧)
ସକାଲ୍ ପହ ପହନୁ ବେଲବୁଡାତକ୍ ତାର୍ ଫୁରସତ୍ ନାଇଁ । ନି ହେଲା କାମ୍ କି ଅଯଥା କଥାଲାଗି ତାର୍ ଠାନେ ସମିଆ ନାଇଁ । ଲାଭ୍ ମିଲୁ କି ନାଇଁ, ପେଟ୍ ପୁରୁ କି ନାଇଁ, ଦିହେ ଜର୍ ବେମାର୍ ଥାଉ କି ଘରକେ କୁନୂଆଁ ବୁତା ଆସିଥାଉନ ବାକି ତାହାକେ ବେଲ୍ ଉଦାନୁ କ୍ଷେତ୍କେ ନାଇଁ ପହଁଚିଲେ ନାଇଁ ଚଲେ ।…
“ହେଲମେଟ୍ ଆର୍ ମାସ୍କ ପିନ୍ଧ ବୋ… ପୁଲିସ୍ ଅଛେ…”
"ହେଲମେଟ୍ ଆର୍ ମାସ୍କ୍ ପିନ୍ଧ ବୋ... ହେ ଆଗାଡେ ପୁଲିସ୍ ଅଛେ । ନାଇଁ ପିନ୍ଧିଥିବ ବେଲେ ଫାଇନ୍ ପକାବେ । ହେନୁ ପାର୍ ହେଇକରି ଆଗକେ ପଲାଲେ ଫେର୍ ଖୁଲି ନି ଦେମା କାଏଁ । " ଇ ପ୍ରକାରର୍ କଥା ଦୁଇପଦ୍ କେତେ ଲୋକ୍ ଯେ କେତେ ଠାନେ ଶୁନିଥିବେ ଆର୍ କହୁ ଭିଲ୍ ଥିବେ ତାର୍ ହିସାବ୍ ନାଇଁନ। କଥା…
ପାଶରିଗଲେ କୋଭିଡ୍ ନିୟମ୍
ଦେଶେ ଇହାଦେ ଭିଲ୍ କରୋନା ଡର୍ ରହିଛେ । କରୋନା ଦୁଇ ନମ୍ବର ଥର ଦେଶର ଭିନ୍ ଭିନ୍ ଜାଗାନେ ଦେଖବାକେ ମିଲିଥିବାର ବେଲକେ ସରକାର ଇହାଦେ ଭିଲ୍ କଡାକଡି ରଖିଛନ୍ ନିୟମ୍ । ସାମାଜିକ୍ ଦୂରତା, ଆରୁ ମାସ୍କ ପିନ୍ଧବାର ଉପରେ ଇହାଦେ ଭିଲ୍ ଅଏତକା ଗୁରୁତ୍ୱ ଦିଆଯାଉଚେ । ହେଲେ କିଛିଟା ଜାଗାନେ ଇ ସବୁ…
କରୋନାକେ ହରାଲେ ଶହେ ବଛରର ମହିଲା
ନାଜି ହତ୍ୟା ଚେଷ୍ଟା, ବିମାନ୍ ଦୁର୍ଘଟଣା ଆରୁ ସ୍ତନ କର୍କଟ ବେମାରନୁ ବାହାରିଥିବାର ଜନେ ଶହେ ବଛରର ମହିଲା କରୋନାକେ ଭିଲ୍ ହରେଇଛନ୍ । ଜୀବନଥି କେତନି ସମସ୍ୟା ଦେଇକରି ଆଗକେ ଇ ମହିଲା ଜନକ ଗଲା ରଏବାର ତାକଁର ଶହେ ନମ୍ବର ଜନମ୍ ଦିନ୍ ମନେଇଛନ୍ । ବ୍ରିଟିଶ୍ର ଇ ମହିଲା ଜନକ୍ ହେଉଛନ୍…