Browsing Tag

sundargarh

କାଁକରି ବଲାଙ୍ଗିରନେ ଏତେ ଫାଇନ୍ ଭରୁଛନ୍ ଲୋକ୍

କରୋନାକେ ସଂକ୍ରମଣକେ କମାବାର୍ ଲାଗି ଇହାଦେ ଲକଡାଉନ୍ ଚାଲିଛେ । ଜାଗା ଜାଗାନେ କଡାକଡି ଭାବେ ଚେକିଂ ଚାଲିଛେ । ଯେନ୍ ମାନେ ଅଯଥା ବାହାରୁଛନ୍ ଫାଇନ୍ ବି ପଡୁଛେ । କି ଯେନ୍ ମାନେ କୋଭିଡ ନିୟମ୍ ନାଇଁ ମାନବାର୍ ସେମାନେ ବି ଫାଇନ୍ ଦଉଛନ୍ । ହେଲେ ବି ଲୋକ୍ ମାନୁଛନ୍ କାଏଁ । ବଲାଙ୍ଗିର…

ରଝୋ ରଝୋ ବରଷା

ଏତକି ସାଧିହେଲା ଉତାରୁ ଟିକେ ରାହତ୍ ମିଲିଛେ । କରୋନା ସାଙ୍ଗେ ଖରାର ତାତି ଏତକି ବଢିଛେ ଯେ ଲୋକ୍ ଇଥିତାହିଁ ହେଇଯାଉଛନ୍ । ଏନ୍ତାଥି ରଝୋରଝୋ ବର୍ଷା କୁଟଲାକେ ଜୀବନଥି ଟିକେ ଜୀବନ୍ ପସଲା ଲେଖେଁ ଲାଗଲା । ରାଜ୍ୟନେ ଖରାର ତାତି ସାଙ୍ଗେ ଏତକି ଗହଦ ହେଉଛେ ଯେ ଇହାଦେ କେନଦିନ୍ କେନ୍ତା ବର୍ଷା…

ମାହାଲିଆନେ ପାତଲଘଣ୍ଟା

ମାହଲିଆନେ ଦେଇ ଦେଉଥିଲେ ପାତଲଘଣ୍ଟା । ବିକରି ତ ହେବାର ନାଇଁ । ରଖି କରି ହେଲେ କାଁ କରିଥିତେ । ସବୁ ଯାହା ଆନିଥିଲେ ବିକବାର୍ ଲାଗି ସବୁକେ ବାଣ୍ଟିଦେଲେ । ଏନ୍ତା ଗୁଟେ ଘଟନା ଦେଖବାରକେ ମିଲିଥିବାର୍ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗାଁନେ । ବନେ ଧାର ଉଧାର କରି ଚାଷ୍ କରିଥିଲେ ଚାଷୀ ।…

ମହିପାଣି ଟ୍ରେନ୍ ଦୁର୍ଘଟଣାନେ ହାତୀ ମରବାର ଘଟନା

ସୁନ୍ଦରଗଡ଼ ବିଶ୍ରା ମହିପାଣି ପାଶେ ଟ୍ରେନ୍ ଧକ୍କାନେ ଦୁଇଟା ହାତୀ କଟିକରି ମରବାର ଘଟନାନେ ବନ ବିଭାଗର ତଦନ୍ତ । ଘଟନାର ତଦନ୍ତ ଉତାରୁ ଟ୍ରେନ୍ ଡ୍ରାଇଭରକଁର ନାଁନେ ମାମଲା ରୁଜୁ କରାଯାଇଛେ । ଶୁକ୍ରବାର ଟ୍ରେନ୍ ଡ୍ରାଇଭରକୁଁ ଗିରଫ୍ କରାଯିବା ବଲି ସୂଚନା ମିଲିଥିଲା । ଟ୍ରେନ୍ ଡ୍ରାଇଭରକୁଁ ବନ…

ଡୁମେରଜୋର ବ୍ୟାଙ୍କ୍ ଲୁଟ୍ ଘଟନାନେ ତିନ୍ ଗିରଫ୍‌

ସୁନ୍ଦରଗଡ଼ କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋର ଏସବିଆଇ ବ୍ୟାଙ୍କ ଲୁଟ୍ ଘଟନାନେ ୩ ଜନକୁଁ ଗିରଫ କଲା ପୁଲସ୍ । ଘଟନାନେ ଆହୁରି ୯ ଜନ୍ ଅଭିଯୁକ୍ତ ଫେରାର ଥିବାର ବେଲକେ ପୁଲିସ୍ ଇମାନକୁଁ ଖୁଜୁଛେ । ଗିରଫ ହେଇଥିବାର ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଗୋବିନ୍ଦପୁର ଫଟାଟାଙ୍ଗରର ମୁନା ମାଝୀ,…

ସୁନ୍ଦରଗଡ଼ନେ ଆରମ୍ଭ ହେଲା ଆଧୁନିକ୍ ପରିମଲ୍ ସେବା

ସାଫ୍ ସୁତର କାମ କରୁଥିବାର କର୍ମଚାରୀ ସମାଜର ବଡ୍ ସେବକ୍ ବଲି କହିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ୍ ପରିମଲ୍ ବେବସ୍ଥାର ଶୁଭାରମ୍ଭ କରିଛନ୍ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ରାଉରକେଲା ମହାନଗର ନିଗମ ସାଙ୍ଗେ ବୀରମିତ୍ରପୁର ପୌରସଂସ୍ଥା ଆରୁ କୋଇରା ଆରୁ…

୨୦ ବରଷ୍ ବାଦ୍ ନିଜର ଘରକେ ଫିରଲେ ବିରଜୁ

୨୦ ବରଷ୍ ବାଦ୍ ନିଜର ମାଁ ମାଏଟ୍ ସୁନ୍ଦରଗଡ଼ର କୁତ୍ରାକେ ଫିରଲେ ବିରଜୁ କୁଲୁ । ପାକିସ୍ତାନର ଗୁଟେ ଜେଲନେ ଗଲା ୨୦ ବରଷ୍ ହେଲା ବନ୍ଦୀ ହେଇକିନା ରହିଥିଲେ ବିରଜୁ । ଗାଁନେ ପୁହୁଁଞ୍ଚିଲା ବାଦ୍ କୁତ୍ରା ବିଡ଼ିଓ ଆରୁ ବିରଜୁକଁର କୁଟୁମ୍ ଗାଁର ଲୋକ୍ ତାକୁଁ ସ୍ୱାଗତ ଜନେଇଥିଲେ । ଖୋବ୍ ଜଲଦି…