Browsing Tag

peoples poet

ହଲଧରକଁର ଲାଗି ଗୁଲଜାରକଁର ଲେଖା

ଲୋକ୍‌କବି ପଦ୍ମଶ୍ରୀ ହଲଧର ନାଗ୍‌କୁଁ ପୁରଖା ଗୀତିକାର ଗୁଲଜାରକଁର ଉପ୍‌ହାର । ଗୁଲଜାର ଲେଖିଥିବାର ନୂଆଁ କବିତା ଆର ଅନୁବାଦ ସଂକଳନ ‘ଏ ପଏମ୍ ଏ ଡେ’ ଉପହାର ହିସାବେ ଦେଇଛନ୍ ହଳଧର ନାଗକୁଁ । ହଲଧରକଁର ପ୍ରତି ଥିବାର ନିଜର ଭଲ ପାଏବାର ଆରୁ ସ୍ନେହର ପରିଚୟ ଦେଇଛନ୍ । ସମ୍ବଲପୁରୀ-କୋଶଲୀ ଭାଷା…