ସୋନପୁରର ନ୍ୟୁଜ୍ ମେନ୍

0

ଆପଣ କାଣା ଗୁଟେ କରବାର୍ ଲାଗି ଆପଣ ଝନେ ସେଲିବ୍ରିଟି ହେଲେ ଯେ ଚଲେ ହେନ୍ତା ନାଇଁସେ, କିଛି ବି କରୁଥାଉନ୍ , କିହେ ନାଇଁ ବି ଜାନିଥାଉନ୍ କିଛି ଭଲ୍ କାମ୍ କରବାର୍ ଇଚ୍ଛା ଶକ୍ତିଥିଲେ ନିହାତି କରିପାରବେ । ଆର୍ ଇ କଥାର ଏକା ଗୁଟେ ଉଦାହରନ୍ ହେଉଛନ୍ ସୋନପୁର ବଡବଜାରର ଯୁଧିଷ୍ଟିର ସାହୁ । ସେ କାଏଁ କାମ୍ କରସନ୍ ଏବେ ସେ ଏନ୍ତା କାଣା କରୁଛନ୍ ଯେ ଲୋକ୍ ତାକୁଁ ପ୍ରଶଂସା କରୁଛନ୍ ଜାନମା ଆଜିର ଭିଡିଓନେ ।

Leave A Reply

Your email address will not be published.