Browsing Category

ଦେଶ୍‌-ବିଦେଶ୍‌

ଏନ୍ତା ତରିକା ବାହାରକଲେ ଯେନଥି ତିନ୍ ମାସ୍ ତକ୍ ତାଜା ରହେବା କୁସେର ରସ୍

ରାଷ୍ଟ୍ରୀୟ ଅନୁସନ୍ଧାନ ବିକାଶ ନିଗମ୍ ତରଫୁଁ ଦିଆଯାଉଥିବାର୍ ସମ୍ମାନଜନକ୍ ରାଷ୍ଟ୍ରୀୟ ମେଧାବୀ ଆବିଷ୍କାର ପୁରସ୍କାର ୨୦୨୦ ପାଏବେ ବଲାଙ୍ଗିରର ଟୁକେଲ ଚିରସ୍ମିତା ପାଣିଗ୍ରାହୀ । ଆଇଆଇଟି ଖଡଗପୁରଠାନେ ପିଏଚଡି କରୁଥିବାର୍ ଚିରସ୍ମିତା କୁସେର ରସକେ ଯେନ୍ତା ବେଶୀ ଦିନ୍ ତକ୍ ତାକେ ତାଜା…

ସହିଦ ସୁବାଷକୁଁ ଝୁରୁଛେ ଜନମ୍ ମାଏଟ୍‌

ବିଜାପୁର ସୁକମାନେ ନକ୍ସଲକଁର୍ ମାନକଁର୍ ଉତପାତ୍ ଲାଗି ଆଏଜ୍ ପୁରା ଦେଶ କାନ୍ଦୁଛେ । ବୀର ଯବାନ ମାନକଁର୍ ବଲିଦାନକେ ସୋର କରୁଛେ ପୁରା ଦେଶ୍ । ମାଁ ମାଏଟ୍ ଲାଗି ଜୀବନ୍ ଦେଇଥିବାର ୨୨ ଝନ୍ ଯବାନ ମାନକଁର୍ ଭିତରେ ଅଛନ୍ କଳାହାଣ୍ଡିର ସୁବାଷ ନାୟକ । ଲାଲବାହିନୀର ଗୁଲିଥି ସବୁ ଦିନ୍ ଲାଗି…

ସ୍ପୋର୍ଟ୍ସ ଷ୍ଟାର୍ ହେଲା ଓଡିଶା

ଓଡିଶାନେ ଖେଲ୍ କୁଦ୍ ର୍ ବିକାଶ୍ ଲାଗି ରାଜ୍ୟ ସରକାର୍‌କଁର୍ ଚେଷ୍ଟା କେ ଇହାଦେ ଖେଲ୍‌କୁଦ୍ ର୍ ମେଗେଜିନ୍ ସ୍ପୋର୍ଟ୍ସ ଷ୍ଟାର୍ ଆଡୁ ପ୍ରଶଂସା କରାଯାଇଛେ । ଓଡିଶାନେ ହେଇଥିବାର୍ ଖେଲ୍‌କୁଦ୍ ର୍ ବିକାଶ୍ କେ ନେଇକରି ସ୍ପୋର୍ଟ୍ସ ଷ୍ଟାର୍ ଆଡୁ ଓଡିଶାକେ ଶ୍ରେଷ୍ଠ ରାଏଜ୍ ହିସାବେ ସମ୍ମାନିତ୍…

ଏପ୍ରିଲ୍ ୧ନୁ ବିଦେଶ୍ କେ ନାଇ ଉଡେ ଉଡା ଜାହାଜ୍

କରୋନା ର୍ ସଂକ୍ରମିତ୍ ସଂଖ୍ୟା ଫେର୍ ଥରେ ଦେଶ୍‌ନେ ହୁ ହୁ କରି ବଢି ଚାଲିଛେ । ସେଥିର୍ ଲାଗି କେନ୍ଦ୍ର ସରକାର୍‌କଁର୍ ଆଡୁ କରୋନା କେ ନେଇକରି କେତେଟା ଗାଇଡ ଲାଇନ୍ ଲାଗୁ କରାଯାଇଛେ । ଯେନ୍‌ଟା ଏପ୍ରଲ୍ ୧ ତାରିଖ୍ ନୁ ୩୦ ତକ୍ ଲାଗୁ କରାଯିବା । କରୋନା ସଂକ୍ରମଣ ନେ କେନ୍ଦ୍ର ସରକାର୍ ଗୁଟେ…

ସତର୍କ ରହ ସଚେତନ୍ ରହ

ଦେଶନେ କରୋନା ବେମାର ହେବାର ବଛରେ ପୂରି ସାରିଥିବାର ବେଲକେ ଫେର୍ ଦୁଇନମ୍ବର ଲହର ଆସିଛେ । ଦେଶର ଭିନ୍ ଭିନ୍ ରାଜ୍ୟ ମାନକେ ଇହାଦେ କରୋନା ପଜିଟିଭ୍‌କଁର ସଂଖ୍ୟା ବଢୁଥିବାର ଦେଖବାର ଲାଗି ମିଲିଛେ । କରୋନା ବେମାରକେ ଯେନ୍ତା ଆଉ ଅଏତକା ନାଇଁ ବଢବା ସେ ଦିଗନେ ଲୋକମାନକୁଁ ସଚେତନ କରବାର ଇହାଦେ…

କରୋନା ହଟସ୍ପଟ୍ ହେଇଛେ ମହାରାଷ୍ଟ୍ର

କରୋନା ହଟସ୍ପଟ୍ ବନିଛେ ମହାରାଷ୍ଟ୍ର । ରାଜ୍ୟନେ ଧୀରେ ଧୀରେ ବଢବାରନେ ଲାଗିଛେ କରୋନା ରୋଗୀକଁର ସଂଖ୍ୟା । ପର୍ଭାନି ଜିଲ୍ଲାକେ ପୂରା ଲକ୍‌ଡାଉନ୍ ଘୋଷଣା କରାଯାଇଥିବାର ବେଲକେ ମାର୍ଚ୍ଚ ୧୫ ତାରିଖ ତକ୍ ମଝା ରାତିନୁ ସଖାଲର ୬ ବଜା ତକ୍ ପୂରା ଅଂଚଲକେ ସଟ୍‌ଡାଉନ୍ କରାଯିବା । ଇତାର ଆଘୋନୁ…

‘ଟାଇମସ’୍ ପତ୍ରିକାନେ ମହିଳା ପ୍ରତିବାଦକାରୀକଁର ଚିତ୍ର

‘ଟାଇମସ’୍ ପତ୍ରିକା କଭର ପେଜନେ ଦିଲ୍ଲୀ ଚାଷୀ ଆନ୍ଦୋଳନନେ ସାମିଲ ହେଇଥିବାର ମହିଲାକୁଁ ଜାଗା । ତିନଟା ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିନେ ଧାରନାନେ ମାସ୍ ମାସ୍ ଧରିକରି ଧାରଣାନେ ବସିଛନ୍ ଚାଷୀ । ‘ଟାଇମସ’୍ ପ୍ରତିକାନେ କଭର ପୃଷ୍ଠାନେ ମହିଲାକଁର ଫଟୋ ରହିଥିବାର ବେଲକେ ମତେ ଡରେଇ…

‘ଫିଫେମ୍‌’ନେ ବିଚାରକ୍ ହେଲେ ଜିତେନ୍ଦ୍ର ମିଶ୍ର

ପଶ୍ଚିମ ଓଡିଶାର୍ ଟିଟଲାଗଡ ର୍ ପୁଓ ଜିତେନ୍ଦ୍ର ମିଶ୍ର ଯିଏକି ଜଣେ ସିନେମା ନିର୍ମାତା ହିସାବେ ସାରା ଦେଶ  ଆର୍ ଦେଶ୍ ବାହାରେ ନିଜର୍ ନାଁ ଆର୍ ନିଜର୍ ମାଁ ମାଏଟ୍ ର୍ ନାଁ ରଖିଛନ୍ । ସେ ଇହାଦେ ୨୪ନଂ ମୋଣ୍ଟାରିଲ୍ ଆନ୍ତର୍ଜାତିକ୍ ଶିଶୁ ଚଲଚ୍ଚିତ୍ର ମହୋତ୍ସଭ (ଏଫଆଇଏଫଇଏମ୍ )ର୍ ବିଚାର୍‌କ…

ଡିଏସପି ହିମା ଦାସ

ହିମା ଦାସ, ବୟସ୍ ୨୧ ବରଷ୍ । ଆସାମ୍‌ର ନାଗାଓଁ ଜିଲ୍ଲାର ଢିଙ୍ଗଠାନେ ରଞ୍ଜିତ୍ ଦାସ ଆରୁ ଜୋନାଲି ଦାସ୍‌କଁର କୁଲେ ଜନମ୍ ହେଇଥିବାର ଟୁକେଲ ଯେ ଦିନେ ଦେଶ ଲାଗି ଏତକି ନାଁ ଆନିଦେବା କେହି କେଭେ ଭାବି ନାଇଁଥାଇ । ସ୍ପିଣ୍ଟର ହିସାବେ ଜନା ହିମା କମନ୍ ୱେଲ୍‌ଥ ଗେମ୍‌ନୁ ନେଇକରି ଏସିଆନ୍ ଗେମ୍‌,…

ନିର୍ବାଚନ୍ ତାରିଖ୍ ଘୁଷଣା

ଭାରତ ନିର୍ବାଚନ ଆୟୋଗ ଆଡୁ ନିର୍ବାଚନ୍ ତାରିଖ୍ ଘୁଷଣା କରାଯାଇଛେ । ଦେଶର ୪ଟା ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ସାଙ୍ଗେ କେନ୍ଦ୍ର ଶାସିତ ଅଂଚଳ ପୁଡୁଚେରୀନେ ହେବାକେ ଥିବାର ନିର୍ବାଚନ୍ ତାରିଖ୍ ଘୁଷଣା କରାଯାଇଛେ । ମୁକ୍ୟ ନିର୍ବାଚନ୍ କମିଶନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ…