ଅନଲାଇନ୍ ଚାଲବା ଅଧିବେଶନ୍

ରାଜ୍ୟ ବିଧାନସଭାନେ ଅନଲାଇନ୍‌ନେ ହେବା ପ୍ରଶ୍ନ ଉତ୍ତର, ବିନା କାଗଜନେ ହେବା ସବୁ ସରକାରୀ କାମ୍‌

0

ଇ ବରଷ୍ ଅନଲାଇନ୍‌ନେ ଚାଲବା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ୍ । ଫେବୃଆରୀନେ ଆରମ୍ଭ ହେବାକେ ଯାଉଛେ ବିଧାନସଭା ବଜେଟ୍ ଅଧିବେଶନ୍ । ସେଆଡେ କରୋନା କାଲ୍ ଲାଗି ବିନା କାଗଜନେ ଅଧିବେଶନ୍ କାମ୍ ହେବାର ନେଇକରି ନିଷ୍ପତ୍ତି ନିଆଯିବା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଇଟା ନେଇକରି ସୂଚନା ଦେଇଛନ୍ । ନୂଆଁ ନିୟମ୍ ହିସାବେ ବିଧାୟକ ମାନକୁଁ ଅନଲାଇନ୍‌ନେ ପ୍ରଶ୍ନ ଆରୁ ଉତ୍ତର ଦେବାର ବେବସ୍ଥା ଲାଗୁ କରାଯିବା । କେନସି ଭିଲ୍ ସରକାରୀ କାମ୍ ଲାଗି କାଗଜର ବେଭହାର ନାଇଁ କରାଯାଏ । ଇଥିର ଲାଗି ଡିଜିଟାଇଜେସନ୍ ପ୍ରକ୍ରିୟା ଭିଲ୍ ଶେଷ୍ ହେଇଛେ । ପହେଲା ଥର ଲାଗି ଓଡ଼ିଶା ବିଧାନସଭାନେ ଅନଲାଇନ୍ ଅଧିବେଶନ୍ ହେବାକେ ଯାଉଛେ । ନାଭା ଆପ୍ ଆଡୁ ସେମାନେ ନିଜର ମୋବାଇଲନୁ ବିଧାନସଭା କାର୍ଯ୍ୟାଳୟକେ ପ୍ରଶ୍ନ ପଚରେଇପାରବେ ।

Leave A Reply

Your email address will not be published.