ସଟଡାଉନ୍ଥି ଗରିବ୍ ମାନକୁଁ ସାହାର୍ଯ୍ୟ କରୁଛନ୍ ଇ ଯୁବକ୍ ମାନେ

0

ସଟଡାଉନ୍ ଥି ଯେନ୍‌ମାନେ ଭିକ୍ ମାଗି କରି ଚଲୁଛନ୍ ଆରଜେଯନ ମାନକଁର୍ ଘର୍ ସ୍ୱାର୍ ନାଇ ନ ସେମାନକୁଁ ସାହାର୍ଯ୍ୟ କରୁଛନ୍ ସମ୍ବଲପୁର୍‌୍ ଇ ଯୁବକ୍ ମାନେ । ସମ୍ବଲପୁର୍ ର ଅସହାୟ ଲୋକ୍ ମାନକୁଁ ନିଜେ ତିଆରି କରିକିନା ଖାଏବାର୍ ଲାଗି ଦେଉଛନ୍ । ଯେନ୍ ଜାଗା ରେ ଇହାଦେ ଲୁକକୁଁ ଦୁଇ ମୁଠା ଖାଇକେ ନାଇ ମିଲି ପାର୍‌ବାର୍ ସେନ୍ତା ସମିଆଁନେ ଲୁକକୁଁ ସାହାର୍ଯ୍ୟ କର୍‌ବାର୍ ଲାଗି ଆଗ୍‌କେ ଆସିଛନ୍ । ସେମାନେ ନିଜର୍ ପଏସା ନୁ ଗରିବ୍ ଦୁଃଖି ଲୁକକଁର୍ ଲାଗି ଖାଏବାର୍ ବନାବାର୍ ସାଙ୍ଗେ ସେମାନକୁଁ ସାହାର୍ଯ୍ୟ କରୁଛନ୍ । ତ କେନ୍ତା ଗରିବ୍ ମାନକୁଁ ସାହାର୍ଯ୍ୟ କରୁଛନ୍ ଇ ଯୁବକ୍ ମାନେ ଦେଖ୍‌ମା ଇ ଭିଡିଓନେ ।

Leave A Reply

Your email address will not be published.