ରାଏଜ୍‌ନେ କାଏ ସତେ କମ୍‌ବାର୍‌କେ ଲାଗିଛେ କରୋନା ସଂକ୍ରମଣ

0

ସାରା ଦେଶ୍‌ନେ କରୋନା ସଂକ୍ରମଣ ଦିନ୍ କୁ ଦିନ୍ ଉପର୍‌ମୁହାଁ ହେବାର୍ କେ ଲାଗିଥିବାର୍ ବେଲ୍‌କେ । ଦିନ୍ କୁ ଦିନ୍ ସଂକ୍ରମଣ ବଢୁଛେ । ସେ ଭିତ୍‌ରେ ଆମର୍ ରାଏଜ୍ ନେ ବି କରୋନା ସଂକ୍ରମଣ ଗଲା କିଛିନ୍ ହେଲା ହୁ ହୁ ହେଇକରି ବଢି ଚାଲିଥିଲା । ହେଲେ ଇହାଦେ ତାଲାବନ୍ଦ୍ ଉତାରୁ ଗଲା ୩ ଦିନ୍ ହେବା ସଂକ୍ରମଣ୍ କମୁଥିବାର୍ ଦେଖ୍‌ବାର୍ କେ ମିଲିଛେ । ରାଏଜ୍‌ନେ କରୋନା ସ୍ଥିତି ଇହାଦେ କେନ୍ତା ରହିଛେ ସେ ବାବ୍‌ଦେ ଜାନ୍‌ମା ପହାରାର୍ ଇ ଭିଡିଓନେ ।

Leave A Reply

Your email address will not be published.