ସୋନପୁରେ୍‌ ବଢ୍‌ବା ଶୀତ୍‌ର ଜାଡ୍‌

୧୧.୮ ଡିଗ୍ରୀ ତଲ୍‌କେ ଖସ୍‌ଲା ପାରଦ୍‌

0

ଓଡିଶାନେ ଶୀତର୍‌ ଲହରି ମାଡିଆସୁଛେ ଗଲା ୨୪ ଘଣ୍ଟା ଭିତରେ ସୋନପୁର ଜିଲ୍ଲାନେ ସବୁନୁ କମ୍‌ ତାପମାତ୍ରା ୧୧.୮ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛେ ତ ହେଥିର ଲାଗି ଆଏବାର ଦିନା ଚାରେ ସୋନପୁରନେ କନ୍‌ କନା ଶୀତ୍‌ ହେବା ବୋଲି କୁହାଯାଉଛେ । ସୋନପୁର ଉତାରୁ ଅନୁଗୁଳନେ ୧୨.୬ଡିଗ୍ରୀ ସେଲସିୟସ୍‌ ରହିଥିବାର ବେଲେ ଓଡିଶାର୍‌ ଆର୍‌ ୪ଟା ଜାଗାନେ ୧୫ଡିଗ୍ରୀ ତଲକେ ପାରଦ୍‌ ଖସିଛେ । ଓଡିଶାର୍‌ ଭିତ୍‌ରିଆ ଅଚଂଳ୍‌ର ତାପମାତ୍ରା ୨ନୁ୩ ଡିଗ୍ରୀ ତକ୍‌ କମବା ବୋଲି ପାଣିପାଗ ବିଭାଗ ଆଡୁ କୁହାଯାଇଛେ ।ଆସବା ୧୦ ତାରିଖ୍‌ ତକ୍‌ ପାଗ୍‌ ଶୁଖା ରହେବା ଆର୍‌ ୧୧ନୁ ବର୍ଷା ହେବା ବୋଲି କୁହାଯାଇଛେ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳଙ୍କର କହେବାର ହିସାବେ ୯ ତାରିଖ ତକ୍‌ ଭୁବନେଶ୍ୱର ଆର୍‌ ଆଉ କେତେଟା ଜାଗାର ତାପମାତ୍ରା ୧ଡିଗ୍ରୀ ତକ୍‌ କମବା । ଆର୍‌ ୧୨ନୁ୧୫ ତକ୍‌ ଶୀତ୍‌ ଟିକେ କମ୍‌ବାର ଅନୁମାନ କରାଯାଇଛେ ।

Leave A Reply

Your email address will not be published.