ହାରିକରି ଭିଲ୍ ଜିତଲା ଆରସିବି

ହାଇଦ୍ରାବାଦ୍ ଲାଗି ଆଏଜର ମେଚ୍ ଜିତଲେ ଯାଇ ଖୁଲବା ପ୍ଲେ ଅଫ୍‌ର ବାଟ୍

0

ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକେ ୬ ୱିକେଟ୍‌ନେ ହରେଇକରି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍‌କେ ଯାଇଛେ । ହେଲେ ଇତାର ବାଦ୍ ଭିଲ୍ ବିରାଟ କୋହଲିକଁର ଟିମ୍ ଯିବାରନେ ସଫଲ୍ ହେଇଛେ । ଇଥର ଲାଗି ପୂରା ଟିମ୍ ଜବରଦସ୍ତ ଖେଲିଥିବାର କହିଛନ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି । ମଇଦାନ୍‌କେ ଉତରିକରି ଚେଷ୍ଟା କଲେ ସଫଲତା ମିଲସି ବଲି କହିଛନ୍ କୋହଲି । କ୍ୱାଲିଫାୟର ରାଉଣ୍ଡକେ ଯିବାର ଲାଗି ପୁରା ଟିମ୍ ଭଲ ଖେଲିଥିବାର ବେଲକେ ଫାଇନାଲକେ ଯିବାର ଆଘୋନୁ ଆହୁରି ଦୁଇଟା ମେଚ୍ ରହିଥିବାର କହିଛନ୍ କୋହଲି । ସେଆଡେ ଆଏଜ ବେଲବୁଡେ ହେବାକେ ଥିବାର ମେଚନେ ମୁମ୍ବାଇ ଇଣ୍ଡିଆନସ୍ ଆରୁ ସନରାଇଜରର୍ସ ହାଇଦ୍ରାବାଦ୍ ଟିମ୍ ମୁହାଁମୁହିଁ ହେବେ । ଦିଲ୍ଲୀ କ୍ୟାପିଟାଲ୍ସ ଆରୁ ଆରସିବିକେ ହରେଇକରି ଆଗକେ ଯାଇଥିବାର ଏସଆରଏଚ୍ ଟିମ୍ ଲାଗି ଇହାଦେ ପ୍ଲେ ଅଫ୍‌କେ ପୁହୁଁଞ୍ଚିବାର ଲାଗି କଡା ଟକ୍କର ଦେବାକେ ପଡବା । ମୁମ୍ବାଇ ଇଣ୍ଡିଆନସକେ ହରାଲେ ଯାଇକରି ପ୍ଲେ ଅଫ୍‌କେ ଯାଇପାରବେ ଏସଆରଏଚ୍ ।

Leave A Reply

Your email address will not be published.