ଆଏଜ ଆଇପିଏଲ୍‌ ୨୦୨୦ ଫାଇନାଲ

ମୁମ୍ବାଇ ଇଣ୍ଡିଆନସ୍‌ ଆର୍‌ ଦିଲ୍ଲୀ କ୍ୟାପିଟାଲସ୍‌ ଭିତରେ ବଡଭାରି ଟକ୍କର୍‌

0

ଆଇପିଏଲ୍‌ ୨୦୨୦ର ଆଏଜ୍‌ ହେବା ଫାଇନାଲ । ଦିଲ୍ଲୀ କ୍ୟାପିଟାଲସ୍‌ ଆର୍‌ ମୁମ୍ବାଇ ଇଣ୍ଡିଆନସ୍‌ ଭିତରେ ଆଏଜ୍‌ ଦେଖବାରକେ ମିଲବା ଜୋରଦାର୍‌ ମୁକାବିଲା । ୪ଥର୍ର ଚମ୍ପିୟାନ୍‌ ମୁମ୍ବାଇ ଆଏଜ୍‌ ୫ନଂ ଥର ଟାଇଟଲ୍‌ ଜିତବାର୍‌ ଆସ୍‌ ରଖିଛେ । ସେଆଡେ ଦିଲ୍ଲୀ ତାର ଜୁଆନ୍‌ ଖିଲାଡୀ ମାନକୁଁ ନେଇକରି କେନ୍ତା ମେଚ୍‌ ଖେଲବା ସେଥି ରହିଛେ ସବକର୍‌ ନଜର । ଆଇପିଏଲ୍‌ ଇତିହାସନେ ଦିଲ୍ଲୀ ପହେଲାଥର ଲାଗି ଫାଇନାଲକେ ଯାଇଥିବାରନୁ ତାର ଫ୍ୟାନ୍‌ ମାନକଁର୍‌ ଭିତରେ ଗୁର୍ଦୁଟେ ଉସ୍‌ନାକି ରହିଛେ । ଦିଲ୍ଲୀ ଗଲା ମେଚ୍‌ଥି ସନରାଇଜର୍ସ ହାଇଦ୍ରାବାଦ୍‌କେ ହରେଇକରି ଫାଇନାଲକେ ଢୁକିଥିଲା । ଦିଲ୍ଲୀର୍‌ ଦମ୍‌ଦାରିଆ ମେଚ୍‌ ଦେଖିକରି ଇହାଦେ ମୁମ୍ବାଇ ଆର୍‌ ଦିଲ୍ଲୀ ଭିତରେ କଡା ମୁକାବିଲା ହେବା ବୋଲି ସଭେ ଆସ୍‌ ରଖିଛନ୍‌ । ତ ଆଏଜ୍‌ ଗୁଟେ ଅଲଗାପ୍ରକାରର୍‌ ମେଚ୍‌ ଦେଖବାରକେ ମିଲବା୍‌ ,ଆର୍‌ କିଏ ହେବା ଚମ୍ପିୟାନ୍‌ ସେଟା ଆଏଜ୍‌ ରାଏତ୍‌ ତକ୍‌ ଜନା ପଡିଯିବା ।

Leave A Reply

Your email address will not be published.