Browsing Category

ମୁଖିଆ ଖବର

ପଶ୍ଚିମ୍ ଓଡିଶାର୍ କରୋନା ମୁକାବିଲା ଲାଗି କାଣା ସବୁ ପଦକ୍ଷେପ୍ ନିଆଗଲା

ରେଡ୍ ଜୋନ୍‌ନେ ଇହାଦେ ପଶ୍ଚିମ ଓଡିଶା ଥିବାର୍ ବେଲ୍‌କେ ଦିନ୍ କୁ ଦିନ୍ କରୋନା ସଂକ୍ରମଣ କମ୍ ନାଇ ହେବାର୍ । ପଶ୍ଚିମ୍ ଓଡିଶା ର୍ ସ୍ଥିତି କେନ୍ତା କରି ଠିକ୍ କରା ଯାଇପାର୍‌ବା ସେ ସବୁ ଜିନିଷ୍ କେ ଦେଖିକରି ରାଜ୍ୟ ସରକାର୍ ପଶ୍ଚିମ ଓଡିଶାକେ ଇହାଦେ ଫୋକସ୍ ନେ ରଖିଛନ୍ । ପଶ୍ଚିମଓଡିଶାର୍…

ଛୁଆକେ ଗର୍ଭନେ ଧରିକରି ହାରିଗଲେ ଡାକ୍ତର ମାଁ

ଇହାଦେ ଫି ଦିନ୍ ସଖାଲ ପାଏଲେ ଶୁନବାର ଲାଗି ମିଲୁଛେ କାହାର ନା କାହାର କିଏ ଜନେ କରୋନାଥି ମରିଯାଇଥିବାର । କରୋନାର ଦୁଇ ନମ୍ବର ଲହରଟା ଏତକି ମାରାତ୍ମକ୍ ଯେ ସବୁ ବର୍ଗର ଲୋକ୍ ଇଥି ସଂକ୍ରମିତ୍ ହେଉଛନ୍ । ଆରୁ ଇହାଦେ ବେଶୀ କରି ଯୁଆନ୍ ଯୁଆନ୍ ମାନକଁର ଜୀବନ୍ ପଲେଇଯାଉଛେ । କରୋନାନେ ବହୁତ୍…

ହାପ୍ପି- ହାଇପୋକ୍ସିଆ କାଣା, କାଣା କଲେ ଜାନିପାରବେ ଆପଣ

ଭାରତରେ କରୋନାର ସଂକ୍ରମଣର ସ୍ଥିତି ଯାହା ସେ ଭିତରେ ଫେର ନୂଆ ନୂଆ ସମସ୍ୟା ଦେଖାଦେଇଛେ । ଲକ୍ଷଣ ମାନେ ନୂଆ ନୂଆ ଆସୁଛେ । ଆଘୋନୁ ଥଣ୍ଡା, ଜର, ଖାସି, ଝାଡା, ସୁଆଦ୍ ଉଡିଯିବାର୍, ଗନ୍ଧ ବାରି ନାଇଁ ପାରବାର୍ , ଧେଁସେଁ ଲାଗବାର୍ ଏନ୍ତା ସବୁ ଲକ୍ଷଣ ହେଲେ କରୋନାର ଲକ୍ଷଣ ବଲି ମାନୁଥିଲେ ।…

ରାଏଜ୍‌ନେ କାଏ ସତେ କମ୍‌ବାର୍‌କେ ଲାଗିଛେ କରୋନା ସଂକ୍ରମଣ

ସାରା ଦେଶ୍‌ନେ କରୋନା ସଂକ୍ରମଣ ଦିନ୍ କୁ ଦିନ୍ ଉପର୍‌ମୁହାଁ ହେବାର୍ କେ ଲାଗିଥିବାର୍ ବେଲ୍‌କେ । ଦିନ୍ କୁ ଦିନ୍ ସଂକ୍ରମଣ ବଢୁଛେ । ସେ ଭିତ୍‌ରେ ଆମର୍ ରାଏଜ୍ ନେ ବି କରୋନା ସଂକ୍ରମଣ ଗଲା କିଛିନ୍ ହେଲା ହୁ ହୁ ହେଇକରି ବଢି ଚାଲିଥିଲା । ହେଲେ ଇହାଦେ ତାଲାବନ୍ଦ୍ ଉତାରୁ ଗଲା ୩ ଦିନ୍ ହେବା…

ଅକ୍ସିଜେନ୍ ଅଭାବ୍ ଲାଗି ହାଲ୍ ବେହାଲ, ରୋଗୀକଁର୍ ପାଖକେ କେନ୍ତା ପହଞ୍ଚିବା

ଅକ୍ସିଜେନ୍ ଲାଗି ଇହାଦେ କେତେ କଥା । ଅକ୍ସିଜେନ୍ ଲାଗି ଇହାଦେ ହସପିଟାଲ ମାନେ କାନ୍ଦି ପକଉଛନ୍ । ଦରକାରନୁ କମ୍ ଅକ୍ସିଜେନ୍ରେ ଇହାଦେ ହସପିଟାଲ ଚାଲୁଛେ । ଦରକାରନୁ କମ୍ ଅକ୍ସିଜେନ୍ ଲାଗି ଇହାଦେ ନିଜର ଲୁକକଁର୍ ଆଏଁଖ୍ ସମାନାନେ ଲୁକକଁର୍ ଜୀବନ୍ ଯାଉଛେ । କରୋନାର ବିରୋଧନେ ଇହାଦେ ଦେଶନେ…

ସବକୁଁ ଟିକା ଯୁଗାବାର ଲାଗି ଶେଷେ ଏନ୍ତା ହିସାବେ ମଗାଯାଉଛେ

ଇହାଦେର ସ୍ଥିତି କେନ୍ତା ରହିଛେ ସେଟା କାହାକେ ଅଛପା ନାଇଁନ । କରୋନା ସଂକ୍ରମଣ ପିକ୍‌ନେ ପୁହୁଁଚିଥିବାର ବେଲକେ ଟିକାକରଣ କରାବାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛେ । ହେଲେ ଦେଶନେ ଟିକା ଅଭାବଟା ରହିଥିବାରନୁ ବହୁତ୍ ଲୋକ୍ ଟିକା ନେଇନାଇଁ ପାରବାର ତ ଫେର କେନଠାନେ ଗୁଟେ ଗୁଟେ ଡୋଜ୍ ହିଁ…

କାଁକରି ବଲାଙ୍ଗିରନେ ଏତେ ଫାଇନ୍ ଭରୁଛନ୍ ଲୋକ୍

କରୋନାକେ ସଂକ୍ରମଣକେ କମାବାର୍ ଲାଗି ଇହାଦେ ଲକଡାଉନ୍ ଚାଲିଛେ । ଜାଗା ଜାଗାନେ କଡାକଡି ଭାବେ ଚେକିଂ ଚାଲିଛେ । ଯେନ୍ ମାନେ ଅଯଥା ବାହାରୁଛନ୍ ଫାଇନ୍ ବି ପଡୁଛେ । କି ଯେନ୍ ମାନେ କୋଭିଡ ନିୟମ୍ ନାଇଁ ମାନବାର୍ ସେମାନେ ବି ଫାଇନ୍ ଦଉଛନ୍ । ହେଲେ ବି ଲୋକ୍ ମାନୁଛନ୍ କାଏଁ । ବଲାଙ୍ଗିର…

ଜାତି ଧରମ୍ ନାଇ ଦେଖିକରି ରାମ ନାମ୍ ନେଇକରି କର୍‌ଲେ ଶବ ଦାହ୍

କରୋନା ମହାମାରୀ ଲାଗି ଇହାଦେ ସବୁଆଡେ ଲୋକ ମାନକଁର୍ ଦେହାନ୍ତ ହେଉଥିବାର୍ ବେଲ୍‌କେ ତାକଁର୍ ମର୍ ଶରୀର୍ କେ ପୁଡାବାର୍ ଲାଗି ନିଜର୍ ବନ୍ଧୁ ବାନ୍ଧବ୍ ଆର୍ ପରିବାର୍ ଲୁକେ କରୋନା କେ ଡରିକରି ନାଇ ଆସୁଥିବାର୍ ଟା ଦେଖ୍‌ବାର୍ କେ ମିଲୁଛେ । ହେଲେ ଇହାଦେ ବି ଏନ୍ତା କେତେ ଜଣ ଲୋକ୍ ଅଛନ୍ ଯେନ୍…

ରଝୋ ରଝୋ ବରଷା

ଏତକି ସାଧିହେଲା ଉତାରୁ ଟିକେ ରାହତ୍ ମିଲିଛେ । କରୋନା ସାଙ୍ଗେ ଖରାର ତାତି ଏତକି ବଢିଛେ ଯେ ଲୋକ୍ ଇଥିତାହିଁ ହେଇଯାଉଛନ୍ । ଏନ୍ତାଥି ରଝୋରଝୋ ବର୍ଷା କୁଟଲାକେ ଜୀବନଥି ଟିକେ ଜୀବନ୍ ପସଲା ଲେଖେଁ ଲାଗଲା । ରାଜ୍ୟନେ ଖରାର ତାତି ସାଙ୍ଗେ ଏତକି ଗହଦ ହେଉଛେ ଯେ ଇହାଦେ କେନଦିନ୍ କେନ୍ତା ବର୍ଷା…