ଫାଇନାଲନେ ଦିଲ୍ଲୀ କ୍ୟାପିଟାଲସ୍‌

ଫାଇନାଲନେ ମୁହାମୁହିଁ ହେବେ ଦିଲ୍ଲୀ ଆର୍‌ ମୁମ୍ବାଇ

0

ଆଇପିଏଲ୍‌ ୨୦୨୦ ଲିଗ୍‌ ର ରବିବାର ଖେଲାଯାଇଥିବାର ମେଚ୍‌ନେ ସନରାଇଜର୍ସ ହାଇଦ୍ରାବାଦ୍‌କେ ହରେଇକରି ଦିଲ୍ଲୀ କ୍ୟାପିଟାଲସ୍‌ ଫାଇନାଲ୍‌କେ ପହଁଚିଛେ । ଆଗରୁ ଭିଲ୍‌ ଆଇପିଏଲ୍‌ ର ସବୁ ଫାଇନାଲ୍‌ ମୁକାବିଲାକେ ପହଁଚୁ ପହଁଚୁ ଦିଲ୍ଲୀ ରହିଯାଇଥିସି ହେଲେ ଇ ବଛର ଦିଲ୍ଲୀ ତାର ଫାଇନାଲର ଟିକେଟ୍‌କେ ହାତକେ ନେଇଛେ ।

ରବିବାର ୧୯୦ ରନ୍‌ ର ଆସ୍‌ ରଖିକରି ଡେଭିଡ୍‌ ୱର୍ନରଙ୍କୁ ୨ ରନ୍‌ ଥି ହରେଇଥିଲା ସନରାଇର୍ଜସ୍‌ । ସେ ସମିୟାନେ ୬୪ ରନନେ ୫ଟା ୬ ଆର୍‌ ୪ଟା ଛକା ମାରିଥିଲେ କେନ୍‌ ୱିଲିୟମସ୍‌ ଆର୍‌ ୧୬ ବଲ୍‌ଥି ୩୩ ରନ୍‌ କରିକିନା ଅବଦୁଲ୍‌ ସମଦ୍‌ ଦିଲ୍ଲୀନୁ ମେଚ୍‌ ଛଡାବାର ଚେଷ୍ଟା କରିଥିଲେ । ଆର୍‌ ସେ ସମିୟାନେ ଦିଲ୍ଲୀର ଦମଦାର୍‌ ଖିଲାଡୀ ମାର୍କସ୍‌ଷ୍ଟୋଇନିସ ନିଜର ଖେଲର ଯାଦୁ ଦେଖେଇକରି ୱିଲିୟମସକେ ଆଉଟ୍‌ କରିକିନା ମେଚ୍‌କେ ପଲ୍‌ଟେଇ ଦେଇଥିଲେ । ତାର ଉତାରୁ ହାଇଦ୍ରାବାଦ ୮ଟା ୱିକେଟ୍‌ନେ ୧୭୨ରନ୍‌ କରିକିନା ଦିଲ୍ଲୀନୁ ହାରିକରି ଆଇପିଏଲ୨୦୨୦ନୁ ବାହାରି ଯାଇଛେ ।ସେଆଡେ ଆଇପିଏଲ୍‌ର ସିରିସଥି ଲଗାତାର ଜିତି ଆସୁଥିବାର ମୁମ୍ବାଇକେ ଫାଇନାଲ ମେଚ୍‌ନେ କଡା ଟକ୍କର୍‌ ଦେବା ଦିଲ୍ଲୀ ।

Leave A Reply

Your email address will not be published.