ଛୁଆକେ ଗର୍ଭନେ ଧରିକରି ହାରିଗଲେ ଡାକ୍ତର ମାଁ

0

ଇହାଦେ ଫି ଦିନ୍ ସଖାଲ ପାଏଲେ ଶୁନବାର ଲାଗି ମିଲୁଛେ କାହାର ନା କାହାର କିଏ ଜନେ କରୋନାଥି ମରିଯାଇଥିବାର । କରୋନାର ଦୁଇ ନମ୍ବର ଲହରଟା ଏତକି ମାରାତ୍ମକ୍ ଯେ ସବୁ ବର୍ଗର ଲୋକ୍ ଇଥି ସଂକ୍ରମିତ୍ ହେଉଛନ୍ । ଆରୁ ଇହାଦେ ବେଶୀ କରି ଯୁଆନ୍ ଯୁଆନ୍ ମାନକଁର ଜୀବନ୍ ପଲେଇଯାଉଛେ । କରୋନାନେ ବହୁତ୍ ଜନ୍ ନିଜର ଲୋକକୁଁ ହରେଇଛନ୍ । ଆରୁ ଇହାଦେ ଏନ୍ତା ଗୁଟେ ଘଟନାଟେ ସାମ୍ନାକେ ଆସିଛେ ଯେନଟା ଦେଖଲେ କାହାର ଭିଲ୍ ମନ୍ କାନ୍ଦବା । ଭଗବାନ୍ ଏତକି ଭି ନିର୍ଦ୍ଧୟ କେନ୍ତା ହେଇପାରଲେ ବଲି ମନକେ ଭାବନା ବି ଆଏବା । କାଣା ଇ ପୁରା ଘଟନା ରହିଛେ ଜାନମା ପହରାର ଆଜିରର ଇ ଭିଡିଓନେ ।

Leave A Reply

Your email address will not be published.