ପଶ୍ଚିମ୍ ଓଡିଶାର୍ କରୋନା ମୁକାବିଲା ଲାଗି କାଣା ସବୁ ପଦକ୍ଷେପ୍ ନିଆଗଲା

0

ରେଡ୍ ଜୋନ୍‌ନେ ଇହାଦେ ପଶ୍ଚିମ ଓଡିଶା ଥିବାର୍ ବେଲ୍‌କେ ଦିନ୍ କୁ ଦିନ୍ କରୋନା ସଂକ୍ରମଣ କମ୍ ନାଇ ହେବାର୍ । ପଶ୍ଚିମ୍ ଓଡିଶା ର୍ ସ୍ଥିତି କେନ୍ତା କରି ଠିକ୍ କରା ଯାଇପାର୍‌ବା ସେ ସବୁ ଜିନିଷ୍ କେ ଦେଖିକରି ରାଜ୍ୟ ସରକାର୍ ପଶ୍ଚିମ ଓଡିଶାକେ ଇହାଦେ ଫୋକସ୍ ନେ ରଖିଛନ୍ । ପଶ୍ଚିମଓଡିଶାର୍ କରୋନା ମୁକାବିଲା ଲାଗି ରାଜ୍ୟ ସରକାର୍‌କଁର୍ ଆଡୁ କାଣା ସବୁ ପଦକ୍ଷେପ୍ ନିଆଯାଇଛେ ସେ ବାବ୍‌ଦେ ଜାନ୍‌ମା ପହରାର୍ ଆଜିର୍ ଭିଡିଓନେ

 

Leave A Reply

Your email address will not be published.