Browsing Tag

BARGRAH DHANUJATRA

ଇ ବଛର୍ ନାଇଁହୁଏ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା !

ବିଶ୍ୱର ସବୁନୁ ବଡ ଖୁଲା ମଂଚନେ ହେଉଥିବାର ନାଟକ ବରଗଡ଼ର ଧନୁଯାତ୍ରା । ୧୧ ଦିନ୍ ତକ୍ ।ହଉଥିବାର ଇ ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଇ ୧୧ ଦିନ୍ ତକ୍ ମଥୁରା ନଗରୀ ବନୁଥିବାର ବରଗଡ଼ର ରଜା ହେଇଥିସନ୍ ମହାରାଜା କଂସ । କୃଷ୍ଣକଁର ଜନ୍ମନୁ ନେଇକରି ସବୁ ଲିଲାଖେଲା ଆରୁ କଂସ ବଧ ତକ୍ ଚାଲସି ଯାତ୍ରା ।…