ବାପୁକଁର ତିରୋଧାନ୍ ଦିବସ

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀକଁର ସାଙ୍ଗେ ଦୁଶରା ମନ୍ତ୍ରୀ ଜନାଲେ ଶ୍ରଦ୍ଧାଞ୍ଜଲି

0

ଆଏଜ ମହାତ୍ମା ଗାନ୍ଧୀକଁର ତିରୋଧାନ ଦିବସନେ ତାକୁଁ ଶ୍ରଦ୍ଧାଞ୍ଜଲି ଜନେଇଛନ୍ ଦେଶବାସୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆରୁ ଦୁଶରା ମନ୍ତ୍ରୀମାନେ ଦିଲ୍ଲୀ ରାଜଘାଟନେ ଶ୍ରଦ୍ଧାଞ୍ଜଲି ଜନେଇଛନ୍ । ବାପୁକଁର ଶ୍ରାଦ୍ଧ ଦିବସକେ ‘ସହିଦ ଦିବସ’ ଭାବେ ପାଲନ କରାଯାଇଆସୁଛେ । ଆଏଜ ଗାନ୍ଧୀକଁର ୭୩ତମ ଶ୍ରାଦ୍ଧ ଦିବସନେ ତାକଁର ନୀତି, ଆଦର୍ଶ, କଥାକେ ସୋର୍ ପକଉଛେ ପୁରା ଦେଶ୍ । ଇ ଅବସରନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିକିନା ଶ୍ରଦ୍ଧାଞ୍ଜଲି ବାର୍ତ୍ତା ଜନେଇଛନ୍ । ସେଆଡେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧି ଆରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଭିଲ୍ ଶ୍ରଦ୍ଧାଞ୍ଜଲି ଜନେଇଛନ୍ ।

Leave A Reply

Your email address will not be published.