ଛୁଆକଁର ସୁରକ୍ଷା ଲାଗି ସୁନ୍ଦରଗଡ଼ ପୁଲିସର ଚେଷ୍ଟା

ସୁନ୍ଦରଗଡ଼ ପୁଲିସ ଆଡୁ ‘ଆମ ଖୁସି ଆମ ସୁରକ୍ଷା’ ନାଁନେ ପ୍ରକଳ୍ପର ଶୁଭାରମ୍ଭ

0

ଛୁଆ ମାନକଁର ସୁରକ୍ଷା ଲାଗି ସୁନ୍ଦରଗଡ଼ ପୁଲିସ ଆଡୁ ଗୁଟେ ସୁନ୍ଦର ଚେଷ୍ଟା । ‘ଆମ ଖୁସି ଆମ ସୁରକ୍ଷା’ ନାଁନେ ଗୁଟେ ପ୍ରକଳ୍ପର ଶୁଭାରମ୍ଭ ହେଇଛେ । ରାଜଗାଙ୍ଗପୁର ପୁଲିସ ଷ୍ଟେସନ୍‌ନେ ଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ ଡିଆଇଜି କବିତା ଜଲାନ । ଏସ୍‌ପି ସାଗରିକା ନାଥ ବି କାର୍ଯ୍ୟମକ୍ରମନେ ଉପସ୍ଥିତ ରହିଥିଲେ । ଛୁଆକଁର ସୁରକ୍ଷା, କଲ୍ୟାଣ, ଆରୁ ସାମାଜିକ୍ ଦୁଷ୍କର୍ମନୁ ରକ୍ଷା କରବାର ଲାଗି ସୁନ୍ଦରଗଡ଼ ପୁଲିସ ଆଡୁ ଏନ୍ତା ଚେଷ୍ଟା କରାଯାଇଛେ । ପହେଲା ରାଜଗାଙ୍ଗପୁର ପୋଲିସ ଷ୍ଟେସନନେ ପ୍ରକଳ୍ପର ଶୁଭାରମ୍ଭ ହେଇଥିବାର ବେଲକେ ପଛେ ଜିଲ୍ଲାର ଆର ୫ଟା ଷ୍ଟେସନ୍ ଭାସ୍ମା, ବଦଗାଁଓ, କୁତ୍ରା, ଟାଉନ ଥାନା, ଆର ବୀରମିତ୍ରପୁରନେ ଭିଲ୍ ଆରମ୍ଭ ହେବା । ପ୍ରକଳ୍ପ ଅଧୀନନେ ଜିଲ୍ଲାର ସବୁ ପୋଲିସ ଷ୍ଟେସନକେ ଏନ୍‌ସିପିସିଆର ର ନିର୍ଦ୍ଦେଶାବଳୀ ହିସାବେ ଶିଶୁ ସୁରକ୍ଷା କରବାର ଲାଗି ପଦକ୍ଷେପ ନିଆଯିବା ।

Leave A Reply

Your email address will not be published.