ନୂଆ ବରଷ ଲାଗି  ମନ୍ଦିର୍ ବାହାରେ ଭକତକଁର୍ ଭିଡ୍

0

ନୂଆ ବରଷ ଲାଗି ସମ୍ବଲପୁରେ ମନ୍ଦିର୍ ମାନକଁର୍ ବାହାରେ ଭକତକଁର୍ ଭିଡ୍ ଦେଖିକେ ମିଲିଥିଲା । କରୋନା ଲାଗି ମନ୍ଦିର୍ ସବୁ ବନ୍ଦ ରହିଥିବାର୍ ବେଲେ ଭକତ୍ ମାନେ ମନ୍ଦିର୍ ବାହାରେ ଦୀପ୍ ଜାଲିକରି ଭଗବାନକୁଁ ପ୍ରାର୍ଥନା କରିଥିଲେ । ସେନ୍ତା ସମ୍ବଲପୁର୍ ର ସମଲେଇ ମନ୍ଦିର୍ ୩ ତାରିଖ୍ ନୁ ଖୁଲୁଥିବାର୍ ନୁ ନୂଆ ବରଷ୍ ଦିନ ମା’କଁର୍ ଦର୍ଶନ କରି ନାଇପାରିଥିଲେ ଭକତ୍ । ସେଥିର୍ ଲାଗି ମନ୍ଦିର୍ ବହାରେ ଦୀପ୍ ଜାଲିକରି ମାଁ କୁଁ ଡାକିଥିଲେ ଭକତ୍ ମାନେ । ସେନ୍ତା ସମ୍ବଲପୁରର ହୁମା ବକ୍ର ମନ୍ଦିର୍‌ନେ ବି ଭକତ୍‌କଁର୍ ଭିଡ ଦେଖ୍‌ବାର୍ କେ ମିଲିଥିଲା ।

ସେନ ସମ୍ବଲପୁରର ସ୍ଥାନୀୟ ଲୋକ ମାନକଁର୍ ସାଙ୍ଗେ ବାହାରର୍ ଲୋକକଁର୍ ଭିଡ ଦେଖିକେ ମିଲିଥିଲା । ମନ୍ଦିର୍ ଭିତରେ ଦର୍ଶନ କରବାର୍‌କେ ମନା ଥିଲେ ଭିଲ୍ ମନ୍ଦିର୍ ବାହାରେ ଭକତ୍‌ମାନେ ଠୋଲ୍ ହେଇଥିଲେ । କରୋନା ଲାଗି ୨୦୨୦ ବରଷଟା ଲୋକମାନକଁର୍ ଅସୁବିଧା ନେ କଟିଥିବାର୍‌ନୁ  ୨୦୨୧ ବରଷ ଭଲ୍‌ସେ କଟୁ ବଲିକରି ମନ୍ଦିର୍ ବାହାରେ ରହିକରି ଭକତ୍ ମୁଡିଆ ମାରିଥିଲେ । ଲୋକମାନକଁର୍ ସୁରକ୍ଷା କେ ଦେଖିକରି ପୁଲିସ୍ ମାନେ କାର୍ଯ୍ୟରତ ଥିବାର୍ ଦେଖାଯାଇଥିଲା । କରୋନା କଟକନା ଲାଗି ଭଗବାନ୍‌କଁର୍ ଦର୍ଶନ ନାଇପାଇଥିବାର୍ ନୁ ଲୋକମାନେ ନିରାଶ୍ ହେଇଥିଲେ ।

Leave A Reply

Your email address will not be published.