Browsing Tag

blood

କରୋନା ସମିଆଁନେ କେନସି ଭିଲ୍ ରୁଗୀ ରକତ୍ ଅଭାବନୁ ନାଇଁ ମରୁନ୍

ଇହାଦେ କରୋନା ରୋଗୀ ବଢୁଥିବାରନୁ ଚିନ୍ତା ବଢିଛେ । ଏନ୍ତାଥି ଦୁଶରା ବେମାରୀ ମାନେ ରହିଛନ୍ ଯେନମାନେ ଡାକ୍ତରଖାନାନେ ଚିକିତ୍ସିତ୍ ହେଉଛନ୍ । ହେଲେ କରୋନା ସମିଆଁନେ ରକତ୍ ଅଭାବ ଲାଗି କେତନି ଅସବିଧା ଦେଖବାର ଲାଗି ମିଲୁଛେ ଏନ୍ତା କି କିଛି ଜନ୍ ରକତ୍ ନାଇଁ ପାଇକରି ମରିଯାଉଛନ୍ । ରକତ୍ ଦାନ୍…