ଏପ୍ରିଲ୍ ୧୧ନୁ ଆରମ୍ଭ ହେବା ଆଇପିଏଲ୍‌୧୪ 

0

ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୧୪ ଭାରତ୍ ନେ ଖେଲାଯିବା ବଲିକରି ବିସିସିଆଇ ଆଡୁ ସୂଚନା ମିଲିଛେ । ୨୦୨୧ ର ଆଇପିଏଲ୍ ମେଚ୍ ଏପ୍ରିଲ୍ ୧୧ନୁ ଆରମ୍ଭ ହେବାର୍‌କେ ଯାଉଥିବାର୍ ବେଲ୍‌କେ ଇ ଟୁର୍ଣ୍ଣାମେଣ୍ଟ ଜୁନ୍ ୫ କି ୬ ତାରିଖ୍ ଦିନ ଉଦ୍‌ଯାପନ୍ କରାଯିବା । ପହେଲା ନୁ ଆଇପିଏଲ୍ କେ ନେଇକରି ବହୁତ୍ ଗୁଜବ୍ ଉଠିଥିବାର୍ ନୁ କାଲି ବିସିସିଆଇ ଆଡୁ ଇ ଖବର୍ ମିଲିଛେ ।

Leave A Reply

Your email address will not be published.