ଇଣ୍ଡୋନେସିଆର ସୁଲାୱେସିନେ ଭୂମିକମ୍ପ

ଭୂମିକମ୍ପନେ ୭ ଜନ୍‌କଁର ଜୀବନ୍ ଯାଇଛେ, ଶହ ଶହ ଲୋକ୍ ଖଁଣିଆ

0

ଇଣ୍ଡୋନେସିଆ ଉପରେ ଫେର୍ ଦୁଃଖ୍‌ର ଖବର । ଶୁକ୍ରବାର ସଖାଲୁ ଇଣ୍ଡୋନେସିଆର ସୁଲାୱେସିନେ ଗୁଟେ ବଡଧରଣର ଭୂମିକମ୍ପ ହେଇଛେ । ଇଥରେ ୭ଜନ୍‌କଁର ଜୀବନ୍ ଯାଇଥିବାର ବେଲକେ ଶହ ଶହ ଲୋକ୍ ଖଁଣିଆ ହେଇଛନ୍ । ରିକ୍ଟର ସ୍କେଲ୍ ହିସାବେ ୬.୨ ଥିଲା ଭୂମିକମ୍ପର ତୀବ୍ରତା । ସେଆଡେ ଭୂମିକମ୍ପ ଲାଗି ଘରଦ୍ୱାର ଭାଙ୍ଗିରୁଜି ଯାଇଛେ । ମାଜିନି ସହରନୁ ୬ କିଲୋମିଟର ଦୂରେ ଭୂମିକମ୍ପର କେନ୍ଦ୍ରସ୍ଥଳ ହେଇଥିଲା । ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସି ଆଡୁ ମିଲିଥିବାର ସୂଚନା ହିସାବେ ମାଜିନିନେ ୪ ଜନକଁର ମୃତ୍ୟୁ ହେଇଛେ ଆରୁ ମାମୁଜୁନେ ୩ ଜନମକଁର ଜୀବନ୍ ଯାଇଛେ । ଭୂମିକମ୍ପ ହେବାରନୁ ଲୁକେ ଡରେ ଜାଗା ଛାଡିକରି ଦୁଶରା ଆଡକେ ପଲେଇଯାଉଛନ୍ ।6.2 magnitude earthquake strikes …

Leave A Reply

Your email address will not be published.