୨୪ ଘଣ୍ଟା ଭିତ୍‌ରେ ଆସ୍‌ବା କାଲ୍‌ବୈଶାଖୀ

0

ସମୁଦ୍ର ପତ୍ତନ୍ ନୁ ୩.୧ କିମି ଉଚ୍ଛା ଥି ରହିଥିବାର୍ ରାଏଜ୍ ମାନକୁଁ ଗୁଟେ ଘୂର୍ଣ୍ଣି ବଲୟ୍ ଦେଖ୍‌ବାର୍ କେ ମିଲିଛେ । ଯାହାର୍ ପ୍ରଭାବ୍ ଆଏବାର୍ ୨୪ ଘଣ୍ଟା ନେ ଆମର୍ ରାଏଜ୍ ର୍ ଭିନ୍ ଭିନ୍ ଜାଗା ମାନକୁଁ ହେବା । ୧୯ ତାରିଖ୍ ବେଲ୍‌ବୁଡା ତକ୍ ରାଏଜର୍ ନୂଆପଡା, ବଲାଙ୍ଗିର୍ , ସୋନପୁର୍ , କଲାହାଣ୍ଡି , କନ୍ଧମାଲ ଜିଲ୍ଲା ସାଙ୍ଗେ ଗଜପତି ଆର୍ ବାଲେଶ୍ୱର୍ ଜିଲ୍ଲା ନେ ବି ତାର୍ ପ୍ରଭାବ୍ ଦେଖାଯିବା । ସେ ଅଂଚଲ୍ ନେ ଝିପ୍ ଝିପ୍ ବର୍ଷା ହେବାର୍ ସାଙ୍ଗେ ଘଡ୍ ଘଡି ଆର୍ ଚଡକ୍ ମାର୍‌ବା । ଇ ସମିଆ ଥି ରାଏଜର୍ ନୂଆପଡା , ବଲାଙ୍ଗିର୍ , କଲାହାଣ୍ଡି , ସୋନପୁର୍ ,ବର୍‌ଗଡ, ଝାରସୁଗୁଡା , ସମ୍ବଲପୁର୍ , ସୁନ୍ଦର୍‌ଗଡ , ଦେବଗଡ , ବୌଦ୍ଧ୍‌, କେନ୍ଦୁଝର୍ , ଅନୁଗୁଳ ଜିଲ୍ଲା ର୍ କେତେଟା ଜାଗା ନେ ଘଡଘଡି ସହିତେ ବର୍ଷା ହେବା ବଲିକରି ସେ ଜିଲ୍ଲା ମାନକୁଁ ପାଣିପାଗ୍ ବିଭାଗ୍ ଆଡୁ ୟଲ୍ଲୋ ୱାର୍ଣ୍ଣିଂ ଦିଆଯାଇଛେ ।

Leave A Reply

Your email address will not be published.