ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ଆରମ୍ଭ ହେଲା ଫର୍ମଫିଲପ୍

ଫେବ୍ରୁଆରି ୨୦ ଶେଷ୍ ତାରିଖ୍ ଆର୍ ମାର୍ଚ୍ଚ ୮ନେ ପ୍ରବେଶିକା ପରିକ୍ଷା

0

jରାଏଜନେ ଥିବାର୍ ୨୫୦ଟା ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ବିଜ୍ଞପ୍ତି ବାହାରିଛେ ଯେନଥି ୬ କ୍ଲାସ୍ ର ନାଁ ଲେଖା ଲାଗି ସୂଚନା ଦିଆଯାଇଛେ । ନାଁ ଲେଖା ଲାଗି ଆବେଦନ୍ କର୍‌ବାର୍ ଶେଷ୍ ତାରିଖ୍ ଫେବୃଆରୀ ୨୦ ତାରିଖ୍ ଥିବାର୍ ବେଲ୍‌କେ ଆଏବାର୍ ମାର୍ଚ୍ଚ ୮ ତାରିଖ୍ ଦିନେ ପ୍ରବେଶିକା ପରୀକ୍ଷା କରାଯିବା । ଆଦର୍ଶ ବିଦ୍ୟାଲୟ୍ ସଂଗଠନ୍ ୱେବ୍ ସାଇଟ୍ ନୁ ଡାଉନ୍‌ଲୋଡ୍ କରିକିନା ଫର୍ମ ଫିଲପ୍ କରିପାର୍‌ବେ । ତାର୍ ଉତାରୁ ନାଁ ଲେଖା ଲାଗି ମାର୍ଚ୍ଚ ୮ ନେ ପ୍ରବେଶିକା ପରୀକ୍ଷା ଦେଇକରି ଛାତ୍ରଛାତ୍ରୀ ମାନେ ନାଁ ଲେଖେଇ ପାର୍‌ବେ ।

Leave A Reply

Your email address will not be published.