Browsing Tag

kumar sanu

କୁମାର ସାନୁଙ୍କୁ କରୋନା

ବଲିଉଡର ନାଁକରା କଣ୍ଠଶିଳ୍ପୀ କୁମାର ସାନୁ କରୋନା ଚପେଟନେ । କରୋନା ପଜିଟିଭ୍ ଆସିଥିବାର ନେଇକରି ଫେସବୁକ୍‌ନେ ସେୟାର କୁମାର ସାନୁଙ୍କର ସୋସିଆଲ ମିଡିଆ ଟିମ୍ ସେୟାର କରିଛନ୍ ସୂଚନା । ସାନୁଦାଙ୍କୁ କରୋନା ହେଇଛେ ଆର ଜଲଦି ସୁସ୍ଥ ହେବାର ପ୍ରାର୍ଥନା କରବାର ନେଇ କିନା ସେୟାର କରାଯାଇଛେ ।…