ଛୁଆ ମାନକୁଁ ଅକ୍ଟୋବର୍ ନେ ଦିଆଯିବା କୋଭିଡ୍ ଟିକା

0

ଆଏବାର୍ ଅକ୍ଟୋବର୍ ଭିତ୍‌ରେ ଛୁଆ ମାନକଁର୍ ଲାଗି କୋଭିଡ ଟିକା ତିଆରି କରାଯିବା ବଲିକରି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଗ୍ରୁପ୍ ର୍ ନିର୍ଦ୍ଦେଶକ୍ ପିସି ନାମ୍ବିଆର୍ କହିଛନ୍ । ପଜିଟିଭ୍ ଠାବ୍ କରାଯାଇଥିବାର୍ ଛୁଆ ମାନକୁଁ ଟିକା ସାଙ୍ଗେ ଟିକା ନୁ ତିଆରି କରାଯାଇଥିବାର୍ ବଟିକା ଭିଲ୍ ଦିଆଯିବା । କୋଭିଡ ସିଲ୍ ଟିକା ମାସ୍‌କୁ ୧୦ କୋଟି ମାତ୍ରା ଥି ତିଆରି ହେଉଥିବାର୍ ବେଲ୍‌କେ ଆଏବାର୍ ଏପ୍ରିଲ୍ ମାସୁ ଟିକା ର ୨୦ କୋଟି ମାତ୍ରା ତିଆରି କରାଯିବା । ହେଲେ ଟିକା ର୍ ବିକ୍ରି ସର୍‌କାର୍‌କଁର୍ ଉପ୍‌ରେ ନିର୍ଭର୍ କର୍‌ବା ବଲିକରି ନାମ୍ବିଆର୍ କହିଛନ୍ ।

Leave A Reply

Your email address will not be published.