ଫୋକସ୍‌ନେ ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡ଼ିଶା ଗସ୍ତନେ ମୁଖ୍ୟ ଶାସନ ସଚିବ ଆରୁ ୫-ଟି ସଚିବ

0

ପଶ୍ଚିମ ଓଡ଼ିଶାନେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆରୁ ୫-ଟି ସଚିବ । ସମ୍ବଲପୁର ଆରୁ ରାଉରକେଲା ଗସ୍ତନେ ଯାଇଛନ୍ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆରୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ । ଇହାଦେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ ରଖିଛନ୍ । ସମ୍ବଲପୁର ମାଁ ସମଲେଇ ମନ୍ଦିର ବିକାଶ କାମ୍ ଆରମ୍ଭ ହେଇଥିବାର ବେଲକେ ଇତାର ସମୀକ୍ଷା କରବେ । ପୁରୀ ଜଗନ୍ନାଥ ମନ୍ଦିର ଆରୁ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ କାମ୍ କରାଗଲା ଉତାରୁ ଇହାଦେ ପଶ୍ଚିମ ଓଡ଼ିଶାର ପ୍ରମୁଖ୍ ମନ୍ଦିର ମାନକଁର କାମ୍ କରାଯିବା । ଇତାର ସାଙ୍ଗେ ରାଉରକେଲା ଯାଇକରି ସେଠାନେ ବନବାକେ ଥିବାର ଦେଶର ସବୁନୁ ବଡ୍ ହକି ଷ୍ଟାଡିଅମ୍ କାମ୍‌ର ଭିଲ୍ ତଦାରଖ କରବେ ।

Leave A Reply

Your email address will not be published.