ଆଜିନୁ କରୋନା ଟିକାର ଦୁଇ ନମ୍ବର ଡୋଜ୍‌

ଦେଶନେ ପହେଲା ଖେପ୍ କରୋନା ଟିକାକରଣର ଦୁଇ ନମ୍ବର ଡୋଜ୍ ଆଏଜନୁ ଆରମ୍ଭ

0

ଦେଶନେ କରୋନା ଟିକାକରଣ ପକ୍ରିୟା ଚାଲିଛେ । ପହେଲା ଖେପ୍ ଟିକାକରଣ ଅଭିଯାନନେ ପହେଲା ଡୋଜ୍ ନେଇଥିବାର ଲୋକକୁଁ ଦୁଇ ନମ୍ବର ଡୋଜ୍ ଦିଆଯିବା । ଆଜିନୁ ଦୁଇ ନମ୍ବର ଡୋଜ୍ ଆରମ୍ଭ କରାଯାଇଛେ ଭାରତନେ । ଇଥିର ଲାଗି ପଞ୍ଜିକୃତ୍ ହେଇଥିବାର ବ୍ୟକ୍ତିକଁର ପାଶକେ ମେସେଜ୍ ସାଙ୍ଗେ କଲ୍ କରାଯାଉଛେ । ବିଶେଷଜ୍ଞକଁର କହେବାର ହିସାବେ ପହେଲା ଡୋଜ୍ ନେବାର ଠିକ୍ ୨୮ ଦିନ୍ ଉତାରୁ ଦୁଇ ନମ୍ବର ଡୋଜ୍ ଟିକା ନେବାର ଦରକାର ରହିଛେ । ୨୦୨୧ ଜାନୁଆରୀ ୧୬ ତାରିଖନେ େକୋଭିଡ୍‌-୧୯ ଟିକାକରଣ ଅଭିଯାନ୍ ଆରମ୍ଭ କରାଯାଇଥିବାର ବେଲକେ ଦେଶନେ ୨୦୨,୦୦୦ନୁ ଅଏତକା ଲୋକକୁଁ ପହେଲା ଡୋଜ୍ ଟିକା ଦିଆଯାଇଥିଲା । ଶୁକ୍ରବାର ସୁଦ୍ଧା ଦେଶର ୭.୮ ନିୟୁତନୁ ଅଏତକା ଲୋକକୁଁ କୋଭିଡ-୧୯ ଟିକାର ପହେଲା ଡୋଜ୍ ଦିଆଯାଇସାରିଛେ । ଜୁଲାଇ ଶେଷ୍ ତକ୍ ୩ଶହ ନିୟୁତ ଲୋକକୁଁ ଟିକା ଦିଆଯିବାର ଲାଗି ସରକାର ଲକ୍ଷ ରଖିଛନ୍ ।

Leave A Reply

Your email address will not be published.