ରାଉରକେଲାନେ ‘ସେଲ୍‌’ ର ପହେଲା ମହିଲା ଅଧ୍ୟକ୍ଷା

0

ରାଉରକେଲା ଗସ୍ତନେ ସେଲ୍‌ର ପହେଲା ମହିଲା ଅଧ୍ୟକ୍ଷା ସୋମା ମଣ୍ଡଳ । ଗଲା ଜାନୁଆରୀ ୧ ତାରିଖନେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ)ର ପହେଲା ମହିଲା ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ । ସେ ଦାୟିତ୍ୱ ନେଲା ଉତାରୁ ପହେଲା ଥର ରାଉରକେଲା ଗସ୍‌ତନେ ଆସିଥିବାର ବେଲକେ ଇସ୍ପାତ କାରଖାନାର ଭିନ୍ ଭିନ୍ କ୍ଷେତ୍ରର କାମ୍ ଅଭିବୃଦ୍ଧି ହେଇଥିବାର କହିଛନ୍ । ଆଏଜ ସ୍ୱତନ୍ତ୍ର ବିମାନଥି ଆସିକରି ରାଉରକେଲାନେ ପୁହୁଁଚିଥିବାର ବେଲକେ ଦୁଇ ଦିନିଆ ଗସ୍ତନେ ଆସିଛନ୍ । ୧୯୮୪ ମସିହାନେ ରାଉରକେଲା ଏନଆଇଟିନୁ ଇଲୋକ୍ଟ୍ରିକାଲ ଇଂଜିନିୟରିଂନେ ବିଟେକ୍ ପାସ୍ କରିଥିଲେ ସୋମା ମଣ୍ଡଲ । ସେଲନେ ଯୋଗଦାନ୍ ଆଘୋନୁ ୨୦୧୪ ମାର୍ଚ୍ଚନୁ ୨୦୧୭ ମାର୍ଚ୍ଚ ତକ୍ ୩ ବରଷ୍ ଧରିକରି ନାଲକୋନେ ଡାଇରେକ୍ଟର ଭାବେ ଦାୟିତ୍ୱ ନେଇଥିଲେ ।

Leave A Reply

Your email address will not be published.