କୁମାର ସାନୁଙ୍କୁ କରୋନା

କୁମାର ସାନୁଙ୍କୁ କରୋନା ପଜିଟିଭ୍ ଥିବାର ନେଇକରି ସୋସିଆଲ ମିଡିଆନେ ଖବର

0

ବଲିଉଡର ନାଁକରା କଣ୍ଠଶିଳ୍ପୀ କୁମାର ସାନୁ କରୋନା ଚପେଟନେ । କରୋନା ପଜିଟିଭ୍ ଆସିଥିବାର ନେଇକରି ଫେସବୁକ୍‌ନେ ସେୟାର କୁମାର ସାନୁଙ୍କର ସୋସିଆଲ ମିଡିଆ ଟିମ୍ ସେୟାର କରିଛନ୍ ସୂଚନା । ସାନୁଦାଙ୍କୁ କରୋନା ହେଇଛେ ଆର ଜଲଦି ସୁସ୍ଥ ହେବାର ପ୍ରାର୍ଥନା କରବାର ନେଇ କିନା ସେୟାର କରାଯାଇଛେ । ଆଗକେ କୁମାର ସାନୁଙ୍କର ଜନମ୍ ଦିନ ଆସୁଥିବାର ବେଲେ ସେ ତାଙ୍କର ଜନମ୍ ଦିନ୍ ଆମେରିକାନେ ମନାବାର ଲାଗି ଚାହୁଁଥିଲେ । ସ୍ତ୍ରୀ ଆର ଛୁଆଙ୍କର ସାଙ୍ଗେ ମିଶିକରି ସେଲିବ୍ରେଶନ୍ ପ୍ଲାନ କରିଥିଲେ ଯେନଟାକି ଇହାଦେ ବଦଲି ଯାଇଛେ । ଆପଣଙ୍କର ସୂଚନା ଲାଗି ଆମେ ଇଠାନେ କହିାରଖବାର ଲାଗି ଚାହୁଁଛୁ କି କୁମାର ସାନୁଙ୍କର ପୁଅ ଜାନ୍ କୁମାର ସାନୁ ବିଗ ବସ୍ ସିଜନ୍‌-୧୪ରେ ନଜର ଆସିଛନ୍ ।

Leave A Reply

Your email address will not be published.