Browsing Tag

ranipur jharial

ଖାଲି ଇତିହାସର ପୃଷ୍ଠାନେ ନାଇଁ ରହିଯାଏତ ଐତିହାସିକ୍ ରାଣୀପୁର ଝରିଆଲ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସବଡିଭିଜନ୍ ବଙ୍ଗୋମୁଣ୍ଡା ବ୍ଲକଥି ଅଛେ ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର ଝରିଆଲ । ସାରା ଭାରତଥି ଐତିହାସିକ୍ ଆର୍ ତନ୍ତ୍ରମନ୍ତ୍ର ପୀଠ ହିସାବେ ସଭେ ଜାନିଛନ୍ । ଚଉଷଠି ଯୋଗିନୀ ଆର୍ ଇନ୍ଦ୍ରଲାଠ ମନ୍ଦିର । ଇ ଅଞ୍ଚଲଥି ଶୈବ, ଶାକ୍ତ, ବୌଦ୍ଧ, ବୈଷ୍ଣବ,…