ଟିକାକରଣ ନେଇକରି ପ୍ରସ୍ତୁତି ଶେଷ

ଆଏବାର କାଲିନୁ ରାଜ୍ୟନେ ଟିକାକରଣ ପ୍ରକ୍ରିୟା ମୁଲ୍‌, ରାଜ୍ୟ ସରକାର ପ୍ରସ୍ତୁତ ଥିବାର କହେଲେ ଡିଏମ୍‌ଇଟି

0

କରୋନା ଟିକାକରଣ ନେଇକରି ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ । ଆଏବାର କାଲି ମାନେ ଜାନୁଆରୀ ୧୬ନୁ ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ୍ ମୁଲ ହେବାକେ ଯାଉଛେ । ରାଜ୍ୟନେ କୋଭାକ୍ସିନ୍ ଆରୁ କୋଭିସିଲ୍ଡ ଟିକା ପୁହୁଞ୍ଚିସାରିଥିବାର ବେଲକେ ସବୁ ଜିଲ୍ଲା ମାନକେ ଭିଲ୍ ପଠାଯାଇଛେ । ଟିକାକରଣ ପ୍ରକ୍ରିୟା ରାଜ୍ୟ ଲାଗି କିଛି ନୂଆଁ କଥା ନୁହେଁ । ୧୯୮୫ ମସିହାନୁ ଟିକାକରଣ କରାଯାଇଆସୁଛେ ବଲିକରି କହିଛନ୍ ଡିଏମ୍‌ଇଟି ସିବିକେ ମହାନ୍ତି । ଦୁଶରା ଟିକାକରଣ ଲେଖେଁ ରହିଛେ କରୋନା ଟିକାକରଣ ।

ଇଥରେ ଖାଲି ପଞ୍ଜିକରଣ କୋ-ୱିନ୍ ରହିଛେ ଯେନଟାକି ନୂଆଁ କଥା । ଯେନମାନକୁଁ ଟିକା ଦିଆଯିବା ସେମାନକଁର ମୋବାଇଲକେ ଆଏଜ୍ ମେସେଜ୍ ପଠାଯିବା । ରାଜ୍ୟନେ ୧୬୧ଟା ଜାଗାନେ ଟିକାକରଣ କରାଯିବା ନେଇକରି ସୂଚନା ଦେଇଛନ୍ ରାଜ୍ୟ ସ୍ୱାସ୍ଥ୍ୟ ଆର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସବୁ ଜାଗାନେ ଟିକାକରଣ କରାଯିବାର ନେଇକରି ୫ ଜନିଆ ସଦସ୍ୟକୁଁ ତାଲିମ୍ ଦିଆଯାଇଛେ । ଆଏବାର କାଲିନୁ ଟିକାକରଣ କରାଯିବାର ଆରମ୍ଭ ହେଉଥିବାରନୁ ସବୁ ପ୍ରସ୍ତୁତି କରାଯାଇଛେ ।

Leave A Reply

Your email address will not be published.