କେନ୍ତା କରି ଇହାଦେ ସବ୍‌କର୍ ଲାଗି ବିପଦ୍ ହେଲାନ ମାକଁଡ ବିହା

0

ଜଙ୍ଗଲ୍ ମାନକୁଁ ଇହାଦେ ହୁ ହୁ ହେଇକରି ନିଆଁ ଲାଗୁଛେ । ଆର୍ ଜଙ୍ଗଲ୍ ନେ କେନ୍ତା ନିଆଁ ଲାଗୁଛେ ତାର୍ ବି ଅଲ୍‌ଗା ଅଲ୍‌ଗା କାରଣ ସବୁ ସାମ୍ନାକେ ଆସୁଛେ । ଆର୍ ଇ ଜଙ୍ଗଲ୍ ମାନକୁଁ ଏନ୍ତା ନିଆଁ ଲାଗୁଥିବାର୍ ନୁ ସବ୍‌କର୍ ମୁଡ୍ ୍ ଦୁଃଖା ବନିଛେ । ହେଲେ ଇ ଜଙ୍ଗଲ୍ ନେ ଯେତେବେଲେ ନିଆଁ ଲାଗ୍‌ସି ସଭେ ତାହାକେ ଅଲ୍‌ଗା ଅଲ୍‌ଗା କାରଣ୍ ବଲିକରି କହିଥିସନ୍ । କିଏ କଏସି ପତର୍ ଝଡା ଲାଗି ନିଆଁ ଲାଗୁଛେ ତ କିଏ କଏସି ଖରା ତରା ଲାଗି , ଆର୍ ବେଶି ମଜା ସେତେବେଲେ ଲାଗ୍‌ସି ଯେତେବେଲେ ଲୋକ୍ କହେସନ୍ ‘ଆଦେ ଦେଖତ ମାକଡ୍ ବିହା ‘ହେଉଛେ । ତ ସେ ମାକଡ ବିହା କାଣା ଆଏ ଆର୍ ଲୁକେ ତାହାକେ ହେନ୍ତା ନାଁ କାଏଁ’ଯେ ଦେଇଥିସନ୍ ଦେଖ୍‌ମା ପହରାର୍ ଇ ଭିଡିଓନେ ।

Leave A Reply

Your email address will not be published.