ଶିକ୍ଷାନୁଷ୍ଠାନ୍ ମାନକୁଁ କଡା କଡି ହେବା କରୋନା ନିୟମ୍

0

ଦେଶ୍‌ନେ ଇହାଦେ ଫିର୍‌ଘାଏ କରୋନା ସଂକ୍ରମଣ ବଢୁଥିବାର୍ ନେଇକରି ଭିନ୍ ଭିନ୍ ରାଏଜ୍‌ନେ ଲକ୍‌ଡାଉନ୍ ହେବା ବଲି ସୂଚନା ମିଲିଛେ । ସେନ୍ତା ଓଡିଶାନେ ବି କରୋନା ନିୟମ୍ ସବୁ କଡା କଡି ହିସାବେ ପାଲନ୍ କର୍‌ବାର୍ ଲାଗି ସରକାର୍ ନିର୍ଦ୍ଦେଶ୍ ଦେଇଛନ୍ । କରୋନ ସଂକ୍ରମଣ ବଢୁଥିବାର୍ ନେଇକରି ଶିକ୍ଷାନୁଷ୍ଠାନ୍ ମାନକୁଁ କଭିଡ୍ ନିୟମ୍ କେ କଡାକଡି ହିସାବେ ପାଲନ୍ କର୍‌ବାର୍ ଲାଗି ସବୁ ଡିଇଓ ମାନକୁଁ ଗଣଶିକ୍ଷା ବିଭାଗ୍ ଆଡୁ ସୂଚନା ଦିଆଯାଇଛେ । ସବୁ ବିଦ୍ୟାଲୟ୍ ମାନକୁଁ ସାନିଟାଇଜ୍ କରାଯିବାର୍ ସାଙ୍ଗେ ସବୁ ଶିକ୍ଷକ୍ ଆର୍ ଛାତ୍ରଛାତ୍ରୀ ମାନକଁର୍ ମାସ୍କ୍ ପିନ୍ଧ୍‌ବାର ଟା ବାଧ୍ୟତାମୂଲକ୍ କରାଯାଇଛେ ଆର୍ ତାର୍ ସାଙ୍ଗେ ଦେହର୍ ତାତି ମାପ୍‌ବାର୍ , ହେଣ୍ଡ ୱାସ୍ , ଆର୍ ସାନିଟାଇଜର୍ ବେବ୍‌ହାର୍ କର୍‌ବେ । ସେନ୍ତା ସ୍କୁଲ୍ ମାନକୁଁ ପାଠ୍‌ପଢା କେ ଛାଡିକରି ଆର୍ କିଛି କାର୍ଯ୍ୟକ୍ରମ୍ ନାଇ କରାଯାଏ । କୋଭିଡ ନିୟମ୍ କେ ନାଇ ମାନଲେ ଗାଇଡଲାଇନ୍ ହିସାବେ କାର୍ଯ୍ୟନୁଷ୍ଠାନ୍ ନିଆଯିବା ବଲି ପଦକ୍ଷେପ୍ ନିଆଯାଇଛେ ।

Leave A Reply

Your email address will not be published.