ଛଟ୍ ପୂଜା ଲାଗି ଲାଗୁ ହେଲା ନିୟମ

ଏକାସାଙ୍ଗେ ଘାଟେ ପୂଜା କରବାର ଆରୁ ଗାଧବାର ଉପରେ ଲାଗଲା ରୋକ୍

0

ଆଗକେ ଆସୁଛେ ଛଟ୍ ପୂଜା । କରୋନା ବଢବାର ଡର ଦେଖିକରି ରାଜ୍ୟ ସରକାର ଛଟ୍ ପୂଜା ଉପରେ କିଛିଟା ନିୟମ ଲାଗୁ କରିଛନ୍ । ଇ ନିୟମ ହିସାବେ ଆଏବାର ୨୦ ଆରୁ ୨୧ ତାରିଖନେ ନଦୀ ଘାଟ୍ ମାନକେ ପୂଜା କରବାର ଆରୁ ଗାଧବାରକେ ମନା କରାଯାଇଛେ । ଇ ନେଇକରି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରକଁର ଆଡୁ ଗୁଟେ ନିୟମ ଲାଗୁ କରାଯାଇଛେ । କରୋନାର ଡର ଇହାଦେ ଭିଲ୍ ରହିଥିବାର ବେଲକେ ଗୁଟେ ଘାଟେ ଏକାସାଙ୍ଗେ ଏତେଲୋକ ଗଧାପଧା କଲେ କି ପୂଜା କଲେ ବେମାରୀ ବଢିପାରେ । ଇ ସମିଆଁନେ ନଦୀକେ ନାଇଁ ଯାଇକରି ନିଜର ଘର ମାନକେ ପୂଜା କରିକିନା ଗାଧବାର ଲାଗି କୁହାଯାଇଛେ । ସେଆଡେ ସରକାର ଲାଗୁ କରିଥିବାର ନିୟମ ନାଇଁ ମାନଲେ କଡା କାର୍ଯ୍ୟାନୁଷ୍ଠାନ୍ ନିଆଯିବା‌  ।

Leave A Reply

Your email address will not be published.