Browsing Tag

srimandira

ଖୁଲଲା ପୁରୀ ଜଗନ୍ନାଥ ମନ୍ଦିର

ନଅମାସ୍ ଉତାରୁ ଭକତକଁର ଦର୍ଶନ୍ ଲାଗି ଖୁଲଲା ପୁରୀ ଜଗନ୍ନାଥ ମନ୍ଦିର । ଭକତକଁର ଦର୍ଶନ ଲାଗି ମନ୍ଦିର ଖୁଲାଯାଇଥିବାର ବେଲକେ ମନ୍ଦିର ସେବାୟତକଁର ପରିବାର ଲୁକକୁଁ ପହେଲା ମାହାପୁରୁକଁର ଦର୍ଶନ୍ ଲାଗି ସୁଯୋଗ ମିଲିଛେ । ସଖାଲୁ ସଖାଲୁ ସେବାୟତ୍ ପରିବାରର ଲୁକକୁଁ ମନ୍ଦିରକେ ଦର୍ଶନ ଲାଗି…

ମାହାପୁରୁକଁର ନାଗାର୍ଜୁନ୍ ବେଶ୍

ପୁରୀ ଶ୍ରୀମନ୍ଦିରନେ ଚତୁର୍ଦ୍ଧାମୂର୍ତ୍ତିକଁର ଦୁର୍ଲଭ୍ ନାଗାର୍ଜୁନ୍ ବେଶ୍ । ୨୬ ବରଷ୍ ଉତାରୁ ମହାପୁରୁ ନାଗାର୍ଜୁନ୍ ବେଶ ନେଇଛନ୍ । ରତ୍ନ ସିଂହାସନନେ ବଡମହାପୁରୁ, ସୁଭଦ୍ରା ଆରୁ କାଲିଆ ବୀର ବେଶ୍‌ନେ ସଜେଇ ହେଇଛନ୍ । ରୀତିନୀତି ହିସାବେ ମହାପୁରୁକଁର ସବୁ କାମ୍ ପୂରା ହେଲା ବାଦ୍ ତାକୁଁ…