ଲକଡାଉନ୍ ଥିଲେ ବି ଯା-ଆସ୍ କରିପାରବେ ଇମାନେ, ଇ ସବୁ ରହେବା ଖୁଲା

0

୫ ରୁ ସାରା ରାଏଜେ ଲକଡାଉନ୍ ସିଧା ୧୯ ତାରିଖ୍ ତକ୍ । ଅତି ଜରୁରୀ ସେବାକେ ଛାଡି ଦେଲେ ସବୁ ବନ୍ଦ୍ ରହେବା । ଲକ୍ଷ୍ୟ ହେଉଛେ ଲୁକେ ଘରେ ରହେବେ ଆର୍ ଭିଡ୍ ଭାଡ୍ କମଲେ କରୋନାର ଚେନ୍ ଯେନ୍ତା ଭାଙ୍ଗବା । ବଏଲେ ଦିନକ ଯେନ୍ ଯେନ୍ ୧୦ହଜାର ପାଖ୍ ପାଖ୍ ପଜିଟିଭ୍ ବାହାରୁଛନ୍ , ସଂଖ୍ୟା ଯେନ୍ତା କମବା । କିନ୍ତୁ ଇ ଲକଡାଉନ୍ ଭିତରେ ବି କେନ୍ ମାନେ ଯାଇ ଆସି ପାରବେ ଆର୍ କେନ୍ ଦୁକାନ୍ ସବୁ ଖୁଲା ରହେବା । ଜାନମା ଆଜିର ଭିଡିଓନେ ।

 

Leave A Reply

Your email address will not be published.