‘ଆର୍ଟେମିଜ୍‌’ ସଦସ୍ୟକଁର ଭିତରେ ଅଛନ୍‌ ରାଜା ଚାରି

‘ଆର୍ଟେମିଜ୍‌’ ଟ୍ରେନିଂ ନେବାକେ ଥିବାର ୧୮ ଜନ୍‌କଁର ନାଁ ଘୁଷନା କଲା ନାସା

0

ନାସାର ‘ଆର୍ଟେମିଜ୍‌’ନେ ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରି । ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରିକଁର ସାଙ୍ଗେ ଚନ୍ଦ୍ରାବତରଣ କାର୍ଯ୍ୟକ୍ରମ୍‌ର ‘ଆର୍ଟେମିଜ୍‌’ ଲାଗି ଟ୍ରେନିଂ ନେବାକେ ଥିବାର ୧୮ ଜନ୍‌କଁର ନାଁ ଘୁଷନା କରିଛେ ନାସା । ଇ ଟିମ୍‌ର ମହିଲା ସଦସ୍ୟ ଅଏତକା ରହିଛନ୍ । ଆଇଏଏନ୍‌ଏସ୍ ରିପୋର୍ଟ ହିସାବେ, ୨୦୧୭ନେ ରାଜା ଚାରି ଆଷ୍ଟ୍ରୋନଟ୍ କର୍ପସ ଗ୍ରୁପ୍‌ନେ ଯୋଗ ଦେଇଥିଲେ ।

ଆମେରିକା ବାୟୁସେନାନେ କର୍ଣ୍ଣେଲ ଥିବାର ରାଜା ଆଇୱାର ସିଡାର୍ ଫଲ୍‌ନେ ବଡ୍ ହେଇଛନ୍ । ଆଷ୍ଟୋନଟିକାଲ୍ ଇଂଜିନିୟରିଂନେ ସ୍ନାତକ୍ କରିଛନ୍ । ଆମେରିକା ଉପ-ରାଷ୍ଟ୍ରପତି ତଥା ନ୍ୟାସନାଲ୍ ସ୍ପେସ୍ କାଉନ୍‌ସିଲ୍ ଅଧ୍ୟକ୍ଷ ମାଇକ୍ ପେନ୍ସ ବୁଧୁବାର ଦିନ ଇ ମହାକାଶଚାରୀମାନକଁର ପରିିଚିତ୍ ହେଇଥିଲେ । ପଛେ ଫ୍ଲୋରିଡା କେନେଡି ସ୍ପେସ୍ ସେଣ୍ଟରରନେ ଇମାନକଁର ନାଁ ଘୁଷନା କରାଯାଇଥିଲା । ଇ ଟିମ୍‌ନେ ଆହୁରି ସଦସ୍ୟ ଯୋଗ ଦେବାର ଥିବାର ସୂଚନା ଦେଇଛନ୍ ନାସାର ପ୍ରଶାସକ ଜିମ୍ ବ୍ରାଇଡେନ୍‌ଷ୍ଟାଇନ୍ । ଆଏବାର ୨୦୨୪ ତକ୍ ନାସା ଇ ଚନ୍ଦ୍ରାବତରଣ ଯୋଜନା ଲାଗି ଲକ୍ଷ୍ୟ ରଖିଛେ ।

Leave A Reply

Your email address will not be published.