ଆଗକେ ବଢବା ସଂକ୍ରମଣ !

ଶୀତ ଦିନ ଆସବାର ସାଙ୍ଗେ ପଜିଟିଭ କେସ୍ ବଢବାର ରହିଛେ ଡର

0

ଆଗକେ ଶୀତ ଦିନ୍ ଆସୁଛେ ଆର ଇତାର ସାଙ୍ଗେ ସଂକ୍ରମଣ ବଢବାର ଭିଲ ଡର ରହିଛେ । ଥଣ୍ଡା ବଢବାର ସାଙ୍ଗେ ସଂକ୍ରମଣ ବଢବାର ନେଇକିନା ମତ ଦେଇଛନ୍ ବିଶେଷଜ୍ଞ । ଆଉ ଇଥିର ଲାଗି ଆଗତୁରା ପ୍ରସ୍ତୁତ ରହେବାର ଲାଗି କହିଛନ୍ ବିଶେଷଜ୍ଞ । ଗୁଟେ ବିଶେଷଜ୍ଞ ଟିମ୍‌ର କହେବାର ହିସାବେ ରାଜଧାନୀ ଦିଲ୍ଲୀନେ ଆଗକେ ଫିଦିନ୍ ୧୫ ହଜାର ପଜିଟିଭ୍ କେସ୍ ଆସବାର ଡର ରହିଛେ । ଇତାର ସାଙ୍ଗେ ଶ୍ୱାସକ୍ରୀୟା ସମସ୍ୟା ଭିଲ ଜହଁ ଦେଖାଯିବା । ଗଲା କିଛି ଦିନ ତଲେ ସଂକ୍ରମଣ ସଂଖ୍ୟା ବଢବାର କାରଣ ଓନାମ୍ ଆର ଗଣେଷ ଚତୁର୍ଥୀନେ ଦେଖାଦେଇଥିବାର ଭିଡ ବଲି କିଛି ମତ ରଖିଛନ୍ । ଡକ୍ଟର ଭିକେ ପୌଲଙ୍କର ବିଶେଷଜ୍ଞ ଟିମ୍ ଆଗକେ ବଢବାକେ ଥିବାର ସଂକ୍ରମଣ ଲାଗି ସଜାଗ ରହେବାର ଲାଗି କହିଛନ୍ । ଚିକିତ୍ସା ଲାଗି ଆଇସିୟୁ, ଆର କୋଭିଡ କେୟାର ସେଂଟର ସବୁ ଆଗତୁରା ପ୍ରସ୍ତୁତ କରିକିନା ରଖବାର ଲାଗି କହିଛନ୍ । ଆଏବାର ୩ ମାସ ଜହଁ ଗୁରୁତ୍ୱପୂର୍ଣ୍ଣ ହେଇଥିବାର ବେଲେ କରୋନା ନିର୍ଦ୍ଦେଶାବଳୀନେ ପରିବର୍ତ୍ତନ ଆନବାର ଲାଗି କମିଟି ଆଡୁ କୁହାଯାଇଛେ । ଲକ୍ଷଣ ଥିବାର ରୋଗୀଙ୍କର ରିପୋର୍ଟ ନେଗେଟିଭ ଆସଲେ ଆରଟି ପିସିଆର ଟେଷ୍ଟ ନିଶ୍ଚିତ କରବାର ଉଚିତ୍ ।

Leave A Reply

Your email address will not be published.