‘ମୋ ସ୍କୁଲ୍‌’ ଅଧୀନ୍‌ନେ ଶହେ ସ୍କୁଲ ହେବା ମଡେଲ୍‌

ଶିକ୍ଷା ବେବସ୍ଥାର ବିକାଶ ଲାଗି ରାଜ୍ୟ ସରକାର ନେଲେ ପଦକ୍ଷେପ୍‌

0

ରାଜ୍ୟ ସରକାର ମୋ ସ୍କୁଲ୍ ଅଧୀନ୍‌ନେ ଭିନ୍ ଭିନ୍ କାର୍ଯ୍ୟକ୍ରମ୍ ମାନେ ହାତକେ ନେଇଛନ୍ । ରାଜ୍ୟର ଶିକ୍ଷା ବେବସ୍ଥାର ବିକାଶ ଲାଗି ଏନ୍ତା ନିଷ୍ପତ୍ତି ନେଇଛନ୍ ସରକାର । ୫-ଟି ଅଧୀନ୍‌କେ ଅନାଯିବା ମୋ ସ୍କୁଲ । ଆଏବାର ଗୁଟେ ବରଷ୍ ଭିତରେ ରାଜ୍ୟର ସବୁ ଜିଲ୍ଲାନେ ଶହେଟା ସ୍କୁଲକେ ବଛାଯାଇକରି ସେସବୁକେ ମଡେଲ୍ ସ୍କୁଲ୍ ବନାଯିବା । ଫି ଜିଲ୍ଲାନୁ ଅତିକମ୍‌ନେ ୩ଟା ସ୍କୁଲକେ ଇଥିର ଲାଗି ବଛାଯିବା । ଇତାର ସାଙ୍ଗେ ମୋ ସ୍କୁଲ ଆଡୁ ଷ୍ଟୁଡେଣ୍ଟ ଆଡପସନ୍ କାର୍ଯ୍ୟକ୍ରମ୍ ଆରମ୍ଭ ହେବା । ଇ କାର୍ଯ୍ୟକ୍ରମ୍ ମାଧ୍ୟମନେ ପୁରନା ଛାତ୍ରଛାତ୍ରୀ ଆରୁ ଇଚ୍ଛୁକ ଲୋକ୍ ଶହେଟା ସ୍କୁଲର ହଜାରେ ଛାତ୍ରଛାତ୍ରୀକୁଁ ପୋଷ୍ୟ ହିସାବେ ନେଇକରି ତାକଁର ପାଠପଢା ବାବଦେ ବୁଝିପାରବେ । ପ୍ରଶାସନିକ ଅଧିକାରୀ ରାଜନୈତିକ ବ୍ୟକ୍ତିବିଶେଷ ଆରୁ କର୍ପୋରେଟ୍ କ୍ଷେତ୍ରନେ କାମକରୁଥିବାର ଭିଲ୍ ଷ୍ଟଣ୍ଡଣ୍ଟ ଆଡପସନ୍ କାର୍ଯ୍ୟକ୍ରମନେ ସାମିଲ କରାଯିବା ।

Leave A Reply

Your email address will not be published.