ମୋ ସ୍କୁଲ୍ ଯୋଜ୍‌ନାନେ ଭଲ୍ କାମ୍ କର୍‌ଲେ ଶିକ୍ଷକ୍ ମାନକୁଁ ମିଲ୍‌ବା ପୁରଷ୍କାର୍‌

0

ରାଜ୍ୟ ସର୍‌କାର୍‌କଁର୍ ଆଡୁ କରାଯାଇଥିବାର୍ ମୋ ସ୍କୁଲ୍ ଯୋଜ୍‌ନା ନେ ଯୁଡି ହେଇଛେ କେତେଟା ନୁଆ ନିୟମ୍ । ଯେନଥି ରାଏଜ୍ ର ପ୍ରତି ଜିଲ୍ଲା ନୁ ୨ ରୁ ୩ ଟା ବିଦ୍ୟାଲୟ କେ ଭଲ୍ ସ୍କୁଲ୍ ହିସାବେ ମନ୍ୟତା ଦିଆଯିବା । ମୋଟ୍ ଶହେ ଟା ସ୍କୁଲ୍ କେ ବାଛିକରି ତାକେ ପରିବର୍ତ୍ତନ୍‌ଶୀଳ ଶିକ୍ଷାନୁଷ୍ଠାନ୍ ହିସାବେ ନିଆଯିବା । ସ୍କୁଲ୍ ର ଉନ୍ନତି ଆର୍ ତାର୍ ଶିକ୍ଷା ବେବସ୍ଥା ର ବିକାଶ୍ ଲାଗି ସବୁ ସ୍କୁଲ୍ ନେ ସ୍ମାର୍ଟ କ୍ଲାସ୍‌ରୁମ୍ କରାଯିବା । ସ୍କୁଲ୍ ମାନକଁର୍ ରେର୍ଜଲ୍ଟ୍ ଉନ୍ନତି କରାଯିବା । ସବୁ ସ୍କୁଲ୍ ନୁ ଚିତ୍ର , ନାଚ୍ , ଗୀତ୍ ର କଲା ରହିଥିବାର୍ ୨ଟା ଛୁଆ କେ ବାଛିକରି ତାହାକୁଁ ଅଲଗା୍ ଟ୍ରେନିଂ ଦିଆଯିବା । ଆର୍ ତାର୍ ସାଙ୍ଗେ ମୋ ସ୍କୁଲ୍ ଅଭିଯାନ୍ ଥି ଭଲ୍ କାମ୍ କରିଥିବାର୍ ଶିକ୍ଷକ , ଶିକ୍ଷୟତ୍ରୀ ମାନକୁଁ ପୁରସ୍କାର୍ ଦିଆଯିବା ।

Leave A Reply

Your email address will not be published.