ଆଏଜ୍‌ ଦିଲ୍ଲୀ କ୍ୟାପିଟାଲସ୍‌ ଆର୍‌ ସନରାଇଜର୍ସ ହାଇଦ୍ରାବାଦ୍‌ ଭିତରେ ହେବା କଡା ଟକ୍କର୍‌

ସେକେଣ୍ଡ୍‌ କ୍ୱାଲିଫାୟର୍‌ ମୁକାବିଲା

0

ଆଇପିଏଲ ୨୦୨୦ନେ ଆଏଜ୍‌ ସେକେଣ୍ଡ କ୍ୱାଲିଫାୟର୍‌ ମେଚ୍‌ ଖେଲବେ ‌ ଦିଲ୍ଲୀ କ୍ୟାପିଟାଲସ୍‌ ଆର୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ । ଫାଇନାଲକେ ଯିବାର ଲାଗି ଆଜି ମିଲବା ଲାଷ୍ଟ୍‌ ଚାନସ୍‌ ହେଥିର୍‌ ଲାଗି ଦୁହି ଟିମ୍‌ ଭିତରେ କଡା ଟକ୍କର୍‌ ସାଙ୍ଗେ ଗୁଟେ ଜୋର୍‌ଦାର୍‌ ମେଚ୍‌ ହେବା ବୋଲି ସଭେ ଆସ୍‌ ରଖିଛନ୍‌ । ଦେଖବାରକେ ଗଲେ ସନ୍‌ରାଇଜର୍ସ ଥି ବେଶି ବତ୍‌ରିଲା ଖିଲାଡି ମାନେ ଥିଲାବେଲକେ ଦିଲ୍ଲୀର୍‌ ପାଖେ ଜହକରି ଜୁଆନ୍‌ ଖିଲାଡିମାନେ ଅଛନ୍‌ । ହେଥିର୍‌ ଲାଗି ଆଜିର୍‌ ମେଚ୍‌ଟା ଗୁଟେ ଅଲଗା ପ୍ରକାର୍‌ର ମେଚ୍‌ ହେବା ବଲିକରି ଆସ୍‌ କରାଯାଉଛେ । ଆଜିର୍‌ ମେଚ୍‌ନେ ଜିତବାର୍‌ ଟିମ୍‌ ଫାଇନାଲ୍‌ ନେ ଆଇପିଏଲ୍‌ ଲିଗ୍‌ନେ ଟପ୍‌ କରୁଥିବାର ଟିମ୍‌ ମୁମ୍ବାଇ ଇଣ୍ଡିଆନସ୍‌କେ ଭେଟବା ।

Leave A Reply

Your email address will not be published.