୧୭ନେ ସର୍ବଦଳୀୟ ବୈଠକ୍‌

ଆଏବାର ଫେବୃଆରୀ ୧୭ ତାରିଖନେ ବିଧାନସଭାନେ ବସବା ସର୍ବଦଳୀୟ ବୈଠକ୍

0

ବିଧାନସଭା ଅଧିବେଶନ୍ ଲାଗି ସର୍ବଦଳୀୟ ବୈଠକ ଡକେଇଛନ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଏବାର ୧୭ ତାରିଖନେ ବୈଠକ ବସବାର ନେଇକରି ଜନାପଡିଛେ । ଇଥିରେ ବିରୋଧୀ ଦଳ ନେତା, ସଂସଦୀୟ ବେପାର ମନ୍ତ୍ରୀ, ସରକାରୀ ଦଲର ମୁଖ୍ୟ ସଚେତକ ଆରୁ କଂଗ୍ରେସ ବିଧାୟକ ଦଳର ନେତା ଉପସ୍ଥିତ୍ ରହେବେ । ଆଗକେ ଅଧିବେଶନ୍ ଚାଲବାକେ ଥିବାର ବେଲକେ ଗୃହନେ ଯେନ୍ତା ଠିକ୍ ହିସାବେ ସେ ନେଇକରି ଆଲୋଚନା ହେବା । ଫେବୃଆରୀ ୧୮ ତାରିଖନୁ ଏପ୍ରିଲ୍ ୯ ତାରିଖ ତକ୍ ବଜେଟ୍ ଅଧିବେଶନ୍ ବସବା । ରାଜ୍ୟପାଳକଁର ଅଭିଭାଷଣନୁ ବଜେଟ୍ ଅଧିବେଶନ୍ ଆରମ୍ଭ ହେଇକରି ୨୨ ତାରିଖ ତକ୍ ଗୃହନେ ୨୦୨୧-୨୨ ଆର୍ଥିକ୍ ବଛର ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରାଯିବା । ଇ ବଛର ବିଧାନସଭାନେ ପେପରଲେସ୍ ବଜେଟ୍ ଆଗତ କରାଯିବା । ଦୁଇଟା ଖେପ୍ ଥି ଇ ବଛରର ବଜେଟ୍ ଅଧିବେଶନ୍ ଚାଲବାକେ ଥିବାର ବେଲକେ ଇତାର ଆଘୋନୁ ସର୍ବଦଳୀୟ ବୈଠକ ଡକେଇଛନ୍ ବାଚସ୍ପତି ।

Leave A Reply

Your email address will not be published.