ହେପି ବାର୍ଥଡେ ସାନିଆ

ଟେନିସ୍ ତାରକା ସାନିଆ ମିର୍ଜାକଁର ଆଏଜ୍ ଜନମ୍ ଦିନ୍‌

0

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାକଁର ଆଏଜ୍ ହେଉଛେ ଜନମ୍ ଦିନ୍ । ୩୪ ବରଷଥି ପାଦ୍ ଥାପିଛନ୍ ଇ ଖେଲାଲି । ତାକଁର ଜନମ୍ ଦିନ୍‌ଥି ସାଙ୍ଗ ସାଥିନୁ ନେଇକରି ତାକଁର ଫ୍ୟାନ୍ ଫଲୋୟର୍ସ ସଭେଁ ଜନେଇଛନ୍ ଗୁରଦୁଟେ ଶୁଭେଚ୍ଛା ଆରୁ ଭଲ ପାଏବାର । ଟେନିସ୍ ଜଗତଥି ବନେ ନାଁ କରିପାରିଛନ୍ ଇ ଭାରତୀୟ ଖେଲାଲି । ନଭେମ୍ବର ୧୫ ତାରିଖନେ ମୁମ୍ବାଇନେ ଜନମ୍ ହେଇଥିଲେ ସାନିଆ । ସାନିଆକୁଁ ଯେତେବେଲେ ୪ ବରଷ୍ ହେଉଥିଲା ସେତେବେଲେ ତାକଁର ପରିବାର ଆମେରିକା ପଲେଇଥିଲେ । ପଛେ ୨ ବରଷ୍ ବାଦ୍ ଫେର୍ ଭାରତ ଆସିଥିଲେ । ସାନିଆକଁର ପାଠପଢାନୁ ନେଇକରି ସବୁକିଛି ହାଇଦ୍ରାବାଦନେ ହିଁ ହେଇଛେ । ଛୁଆ ଦିନୁ ହିଁ ସାନିଆକଁର ଖେଲ୍ ପ୍ରତି ଆଗ୍ରହ ରହିଆସିଥିଲା । ୬ ବରଷନୁ ସାନିଆଁ ଟେନିସ୍ ଖେଲ ଶିଖବାର ମୁଲ କରିଥିଲେ । ପଛେ ହାଇଦ୍ରାବାଦନେ ହିଁ ଟେନିସ୍ ଖେଲର ତାଲିମ ନେବାର ଲାଗି ତାକଁର ବାପା ତାକୁଁ ପଠେଇଥିଲେ ।

୨୦୦୩ନୁ ଜାତୀୟ ସ୍ତରନେ ସାନିଆକଁର ଟେନିସ୍ ଯାତ୍ରା ମୁଲ ହେଇଥିଲା । ମହିଲା ଡବଲ୍ସନେ ୨୦୦୩ନେ ହିଁ ଜିତିଥିଲେ ସାନିଆ । ୨୦୦୭ନେ ଅନ୍ତର୍ଜାତୀୟ ସ୍ତନେ ୨୭ ନମ୍ବର ର‌୍ୟାଙ୍କନେ ରହିଥିଲେ । ୨୦୦୯ ମସିହାନେ ସାନିଆଁ ପହେଲା ମିକ୍ସଡ ଡବଲସ୍ ଗ୍ରାଣ୍ଡ ସ୍ଲାମ୍ ଜିତିଥିଲେ ଯେନଥିରେ ମହେଶ ଭୂପତି ତାକଁର ପାଟନର ରହିଥିଲେ । ଇତାର ବାଦ୍ ସେ ଫ୍ରେଂଚ ଓପନ୍ ଆରୁ ୟୁଏସ ଓପନ୍ ଭିଲ୍ ଜିତିଛନ୍ । ସାନିଆ ତାକଁର ଟେନିସ୍ କେରିୟରନେ ମୋଟ୍ ୬ଟା ଗ୍ରାଣ୍ଡସ୍ଲାମ୍ ଜିତିଛନ୍ । ଭାରତୀୟ ଟେନିସ୍ ଖେଲ ଜଗତନେ ସାନିଆ ମିର୍ଜା ଖୋବଟେ ନାଁ କରିଥିବାର ବେଲେ ତାକୁଁ ଭିନ୍ ଭିନ୍ ସମ୍ମାନନେ ଭିଲ ସମ୍ମାନିତ୍ କରାଯାଇଛେ । ପଦ୍ମଶ୍ରୀ, ଅର୍ଜୁନ୍ ପୁରସ୍କାର, ରାଜିବ ଗାନ୍ଧୀ ଖେଲ ରତ୍ନ ପୁରସ୍କାର ଭିଲ୍ ପାଇଛନ୍ । ସାନିଆ ହେଉଛନ୍ ପହେଲା ଏସିଆନ୍ ମହିଲା ଯେ କି ସାଉଥ୍ ଏସିଆ ଲାଗି ୟୁଏନ୍ ଆମ୍ବାସେଡର ହେବାର ଗୌରବ ଲାଭ କରିଛନ୍ । ପାକିସ୍ତାନୀ କ୍ରିକେଟର ସୋଏବ୍ ମଲିକ୍‌କୁଁ ବିହା ହେଇଛନ୍ ସାନିଆ ।

Leave A Reply

Your email address will not be published.