ଅଭିଯୁକ୍ତ ନାବାଲକ ଗିରଫ

ମହେନ୍ଦ୍ର ସିଂ ଧୋନୀଙ୍କର ଟୁକେଲକେ ଦୁଷ୍କର୍ମ ଧମକ ଦେଇଥିବାର ଅଭିଯୁକ୍ତ ଗିରଫ

0

ଗଲା କିଛି ଦିନ ତଲେ ଭାରତୀୟ କ୍ରିକେଟ ଦଲର ପହେଲାର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଟୁକେଲକେ ଦୁଷ୍କର୍ମ ଧମକ ଆସିଥିଲା । ସୋସିଆଲ ମିଡିଆନେ ଧୋନୀଙ୍କର ଟୁକେଲ ଜିଭାଙ୍କୁ ଦୁଷ୍କର୍ମ କରାଯିବାର ଧମକି ମିଲିଥିବାର ଝନାପଡିଥିଲା । ଘଟଣାନେ ଗୁଜୁରାଟନୁ ଝନେ ୧୬ ବଛରର ନାବାଲକକେ ଗିରଫ କରିଛେ ପୁଲିସ । ସୂଚନା ହିସାବେ ଇହାଦେ ଆଇପିଏଲ ମ୍ୟାଚ ଚାଲିଥିବାର ବେଲେ ସିଏସକେ ଟିମ୍‌ର ଅଧିନାୟକ ରହିଛନ୍ ମହେନ୍ଦ୍ର ସିଂ ଧୋନୀ । କେକେଆର ସାଙ୍ଗେ ସିଏଏକେର ଗୁଟେ ମ୍ୟାଚନେ ସିଏଏସକେ ହାରଲା ବାଦ୍ ଧୋନୀଙ୍କର ଟୁକେଲକେ ଏନ୍ତା ଧମକ ମିଲିଥିବାର ମୂଲ ହେଇଥିଲା । ଇ ନେଇକରି ମାମଲା ରୁଜୁ ହେଲା ବାଦ୍ ରବିବାର ଗୁଜୁରାଟନୁ ଗୁଟେ ନାବାଲକକେ ଘଟନାନେ ପୁଲିସ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ନାମନା କପାୟା ଗାଁର ଦ୍ୱାଦଶ ଶ୍ରେଣୀର ଝନେ ଛାତ୍ର । ତାଙ୍କୁ କିଛି ଦିନ ତଲେ କୁଚ ପୁଲିସ ପଚରା ଉଚୁରା କରବାର ଲାଗି ଅଟକ ରଖିଥିଲା । ପଚରାଉଚୁରା ସମିୟାନେ ଅଭିଯୁକ୍ତି ନିଜର ଦୋଷ ମାନିଥିଲା, ଯାର ବାଦ୍ ସମ୍ପୃକ୍ତ ନାବାଲକକେ ଗିରଫ କରିଛେ ପୁଲିସ ।

Leave A Reply

Your email address will not be published.