ବିହାର୍‌ନେ ଚାଲିଛେ ଭୋଟ୍ ଗନତି

ଏନ୍‌ଡିଏ ଆର୍ ମହାଗଠ୍‌ବନ୍ଧନ୍ ଭିତରେ ଘିଚାଟନା

0

ଆଏଜ୍‌କା ବିହାର୍‌ନେ ଚାଲିଛେ ଭୋଟଗନତି । ସେନର୍ ବିଧାନସଭାର୍ ୨୪୩ଟା ସିଟ୍ ଲାଗି ହେଇସାରିଥିବାର୍ ଭୋଟ୍‌ନେ କିଏ ଜିତବା ଆର୍ ସେନେ ଆଏବାର୍ ସମିଆଥି କିଏ ସରକାର ବନାବାଯେ ସେଟା ଆର୍ କେତେ ସମିଆ ପରେ ଜନା ପଡିଯିବା । ଇହାଦେ ସେନ ଭୋଟ୍ ଗନତି ଚାଲିଛେ ଆର୍ ଖବର୍ ମିଲବାର୍‌ତକ୍ ଏନ୍‌ଡିଏ ୧୨୪ଟା ଆରୁ ମହାଗଠ୍‌ବନ୍ଧନ ୧୦୮ ଟା ଆସନ୍‌ନେ ଆଘେ ରହିଛେ । ବାକି ଆହୁରି ବନେ କେତେ ରାଉଣ୍ଡ୍‌ର ଭୋଟଗନତି ବାକି ଅଛେ ତାଲି ଆର୍ ସେଟା ସବୁ ଗନତି ହେଲାପରେ ଯାକିର୍ ସେନର୍ ଫଲାଫଲ୍ ଜନାପଡବା ।

Leave A Reply

Your email address will not be published.