ଭୁକର ଭୂଗୋଳ ନୁହେଁ, ଭାତର ହାଣ୍ଡି କଳାହାଣ୍ଡି:ମୁଖ୍ୟମନ୍ତ୍ରୀ

କଳାହାଣ୍ଡିନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବୃହତ୍ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର କଲେ ଉଦଘାଟନ୍‌

0

କଳାହାଣ୍ଡିକେ ରାଜ୍ୟ ସରକାରକଁର ୨୦୮୫ କୋଟି ଟଙ୍କାର ଉପହାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିକିନା ମଙ୍ଗଳପୁରନେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ୍ କରିଛନ୍ । ଜୟ ମାଁ ମାଣିକେଶ୍ୱରୀ କହିକରି ଜିଲ୍ଲାବାସୀକୁଁ ସମ୍ବୋଧନ୍ କରିକିନା ସହିଦ୍ ରେଣ୍ଡୋ ମାଝିକୁଁ ଶ୍ରଦ୍ଧାଞ୍ଜଳି ଜନେଇଥିଲେ ମୁଖ୍ୟମନ୍ତ୍ରୀ । ଆଘରର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକକଁର କଥା ଭିଲ୍ ସୋର୍ କରିକିନା କଳାହାଣ୍ଡି ପ୍ରତି ତାକଁର କେତେ ଭଲ ପାଏବାର ଥିଲା ସେ କଥା ଜନେଇଥିଲେ । ଦିନେ ବିଜୁ ବାବୁକୁଁ ଇଠାନେ ବିରୋଧ କରିକିନା ପଥରମାଡ୍ ହେଇଥିଲା କିନ୍ତୁ ସେ ସେଭେ ବି ଗୁଟେ ନୂଆଁ ଆରୁ ସୁନ୍ଦର କଳାହାଣ୍ଡିର ପରିକଳ୍ପନା କରିଥିଲେ ।

ଯେନଟା ଆଏଜ୍ ଧୀରେ ଧୀରେ ପୂରା ହେବାରନେ ଲାଗିଛେ । ଜିଲ୍ଲାର ସବୁ ମାଁ ମାନକଁର କାମ୍‌କେ ପ୍ରଶଂସା କରିଥିଲେ । କରୋନା ସମିଆଁନେ ଏସଏଚଜି ଗୃପ୍‌ର ମହିଲାକଁର କାମ୍‌କେ ବହୁତ୍ ଭଲ ବଲି କହିଛନ୍ ମୁଖ୍ୟମନ୍ତ୍ରୀ । ଧାନ୍ ଚାଷ ଆରୁ ମାଛ ଚାଷନେ ରାଜ୍ୟନେ ଆଗୁଆ ଜିଲ୍ଲା ଭାବେ କଳାହାଣ୍ଡି ନାଁ କରିଥିବାରନୁ ଶୁଭେଚ୍ଛା ଜନେଇଛନ୍ ନବୀନ ପଟ୍ଟନାୟକ୍ । ଘୁମରା ଆରୁ ବଜାଶାଲ୍ କଥା ଭିଲ୍ ଉଠେଇକରି ଜିଲ୍ଲା ତଥା ରାଜ୍ୟର ଗର୍ବ ବଲି କହିଛନ୍ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ବିକାଶର ମଡେଲ୍ ବଲି କହିଛନ୍ ମୁଖ୍ୟମନ୍ତ୍ରୀ । ଭୁକର ଭୂଗୋଳ ଆରୁ ନୁହେଁ ଭାତର ହାଣ୍ଡି ହେଉଛେ କଳାହାଣ୍ଡି ବଲି ବି ସେ କହିଛନ୍ । କଳାହାଣ୍ଡିନେ ମାଁ ଇନ୍ଦ୍ରାବତୀକଁର ମନ୍ଦିର ତିଆର କରାଯିବା ଆରୁ ଇତାର ସାଙ୍ଗେ ହେବା ମ୍ୟୁଜିୟମ୍ ଆରୁ ପାର୍କ । ଇନ୍ଦ୍ରାବତୀର ଗୁଟେ ଠୁପା ପାଏନ୍ ଭିଲ୍ ନଷ୍ଟ୍ ହେବାକେ ନାଇଁ ଦିଆଯାଏ ବଲି କହେଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.